ବେଉସାହିରେ ଶବର ସମାଜ ପକ୍ଷରୁ ନୀଳମାଧବଙ୍କ ଜନ୍ମତ୍ସବ ଓ ମହାସଭା ଅନୁଷ୍ଠିତ ।

କେନ୍ଦୁଝର୨୩/୦୨/୨୦୨୪: ଆନନ୍ଦପୁର ବ୍ଲକ ପଞ୍ଚୁପଲ୍ଲି ବେଉସାହିରେ ନୀଳମାଧବଙ୍କ ମେଢ଼ ପୂଜା ୮୦ବର୍ଷ ହେବ ପୂଜାର୍ଚ୍ଚନା କରାଯାଇ ଉତ୍ସବ ପାଳନ କରାଯାଉଛି । ଆଦିବାସୀ ସଂସ୍କୃତିକ ଶବର ସମାଜ…