ବିଜେପିର ପାର୍ଟି ପାୱାର ଦେଖାଇ ସାଧାରଣ ଜନତାଙ୍କୁ ହତ୍ୟାର ଧମକ ସହିତ ଦୁର୍ବ୍ୟବହାର ।

ଫୁଲବାଣୀ୧୮/୦୨/୨୦୨୪: ବିଜେପିର ପାର୍ଟି ପାୱାର ଦେଖାଇ ସାଧାରଣ ଜନତାଙ୍କୁ ହତ୍ୟାର ଧମକ ସହିତ ଦୁର୍ବ୍ୟବହାର ଦେଖାଉଛନ୍ତି କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ଯୁବ ମୋର୍ଚ୍ଚାର ଭାଇସ ପ୍ରେସିଡେଣ୍ଟ…