ବାଲିଗୁଡାରେ ବିଜୁ ବୋଟିଙ୍ଗ ପଏଣ୍ଟ ଉଦଘାଟିତ, ପରିତ୍ୟକ୍ତ ପୋଖରୀରୁ ସୌନ୍ଦର୍ଯ୍ୟ କରଣ କଲେ ଉପଜିଲ୍ଲାପାଳ |

କନ୍ଧମାଳ୨୮/୦୧/୨୦୨୪: କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପ୍ରଥମ ଥର ପାଇଁ କନ୍ଧମାଳ ଜିଲ୍ଲା ରେ ବିଜୁ ବୋଟିଙ୍ଗ ପଏଣ୍ଟ ଆରମ୍ଭ ହୋଇଛି |…