ଦୀର୍ଘ ଦିନରୁ କଳାହାଣ୍ଡି ଜିଲ୍ଲା ରେ କୋଟି କୋଟି ଟଙ୍କାର ଜିଏସଟି ଫାଙ୍କି ସଫଳ ଗୁଟକା ର କଳାବଜାରୀ କରାଯାଉଥିଲେ ସୁଦ୍ଧା ଠୋସ ପଦକ୍ଷେପ ଗ୍ରହଣ କରାନଯିବା କାରଣରୁ ସାଧାରଣ ରେ ଅସନ୍ତୋଷ ବୃଦ୍ଧି ପାଉଛି |
କଳାହାଣ୍ଡି02/12/2023; କଳାହାଣ୍ଡି ଜିଲ୍ଲା ରେ ବର୍ତମାନ କିଛି ବ୍ୟକ୍ତି ସଫଲ ଗୁଟକା ର କଳାବଜାରୀ କରି ନିଜ ଆଧିପତ୍ୟ ଜାହିର କରୁଛନ୍ତି | କଳାହାଣ୍ଡି ଜିଲ୍ଲାର ବିଭିନ୍ନ…
