କଳିଙ୍ଗନଗର ଥାନାରୁ ଆସାମୀ ଖସି ପଳାଇବା ଘଟଣା ରେ ୪ ଜଣ ଥାନା କର୍ମଚାରୀ ନିଲମ୍ୱିତ |

ଯାଜପୁର12/12/2023; ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନାରେ ଚକରା ବେହେରା ଯିଏକି ଜାଣେ ଦୃଦାନ୍ତ ଅପରାଧୀ ସବୁ ଡକାୟତ ଘଟଣାର ସଂପୃକ୍ତ ଆସାମୀ ପାଇଖିନାକୁ ଯାଇଥିବା ସମୟରେ ଖସି…