ନୀଳାଞ୍ଚଳ ଇସ୍ପାତ ନିଗମ ଲିମିଟେଡ଼ (ଟାଟା) ଗେଟ୍ ଆଗରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ବିସ୍ଥାପନ ପରିବାରବର୍ଗଙ୍କ ଗଣଧାରଣା ଜାରି |
ଯାଜପୁର ୧୫/୦୨/୨୦୨୪:କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ନୀଳାଞ୍ଚଳ ଇସ୍ପାତ ନିଗମ ଲିମିଟେଡ଼ ଜମି ଅଧିଗ୍ରହଣ କରି କାରଖାନା ସ୍ଥାପନା କରିବା ପରେ ଏହା ବର୍ତମାନ ଟାଟା କମ୍ପାନୀ ଅଧୀନ…