ଅଦିନିଆ ବର୍ଷା ର ପ୍ରଭାବରେ ନଷ୍ଟ ହୋଇଛି ଫସଲ ହତାଶ ହୋଇଛି ଚାଷୀକୁଳ |

ରାୟଗଡା,ବିଷମକଟକ06/12(ଫୋକସ ପ୍ଲସ); ବିଲରେ ପଢ଼ିଛି ପାଚିଲା ଧାନ, ଅମଳ ସମୟରେ ଚାଷୀ । ରାୟଗଡା ଜିଲ୍ଲା ବିଷମକଟକ ରେ ଆଜି ଅନେକ ସ୍ଥାନରେ ଝିପି ଝପି ବର୍ଷା…