କାହିଁକି ବାଲେଶ୍ଵରର ସାଂସଦ ପ୍ରତାପ ଷଡ଼ଙ୍ଗୀ ଏଡ଼ାଇଲେ ଗଣମାଧ୍ୟମର ପ୍ରଶ୍ନକୁ ?

ଭୁବନେଶ୍ୱର୧୭/୦୩/୨୦୨୪; ବିଜେପି ଦଳର ବୟଜ୍ୟେଷ୍ଠ ଏବଂ ବାଲେଶ୍ଵରର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ବିଜେପିର ବରିଷ୍ଠ ପଦାଧିକାରୀ ହିସାବରେ ରାଷ୍ଟ୍ରୀୟ ବିଜେପି ଅଧିକାରୀ ମାନେ ପ୍ରାଧାନ୍ୟ ଦିଅନ୍ତି ।…