ମହାପ୍ରଭୁ ଜଗନ୍ନାଥଙ୍କୁ ଅବମାନନା କରିଥିବା ଟେଣ୍ଟ ମାଲିକଙ୍କୁ ସମ୍ପୂର୍ଣ୍ଣ ଜିଲ୍ଲାରେ ଲାଗିଲା ରୋକ।ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଭଦ୍ରକ ଜିଲ୍ଲାପାଳ ।
ଭଦ୍ରକ୩୦/୦୨/୨୦୨୪: ଭଦ୍ରକ ଜିଲ୍ଲା ନେହୁର ଷ୍ଟାଡିୟମ୍ ଠାରେ ରେ ୨୫_୧ ଠାରୁ ୨୯_୧_୨୦୨୪ତାରିଖ ପର୍ଯ୍ୟନ୍ତ ଚାଲିଥିଲା ଭଦ୍ରୟାଣି ମହୋସବ ଏଥିରେ ଓଡ଼ିଶା ତଥା ଓଡ଼ିଶା ବାହାରୁ ବୋହୁତ…