ସ୍ୱାଧୀନତା ସଂଗ୍ରାମୀ ନୀଳମଣୀ ସାମଲଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ |

ବାଲିଚନ୍ଦ୍ରପୁର ୨୮/୦୧/୨୦୨୪: ପଞ୍ଚଭୂତରେ ଲୀନ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ ଜୀବନର 102 ବର୍ଷ ଅତିକର୍ମ କରିଥିଲେ, ଆଜି ତାଙ୍କ ବିଓଗରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା…