ଅନୁଗୁଳ ସହର ରେ ବିନା କାର୍ଯ୍ୟାଦେଶରେ ଠିକାଦାର ସାଜିଛନ୍ତି ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ଵାମୀ ।

ଅନୁଗୁଳ୧୬/୦୧/ ୨୦୨୪: ଅନୁଗୁଳ ବ୍ଲକ ହେଉଛି ଦୁର୍ନୀତିର ଗନ୍ତାଘର | କେତେବେଳେ ମନରେଗା କାମରେ ଦୁର୍ନୀତି ତ କେତେବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହେଉଛି l…