ଅନୁଗୋଳ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି ଓଡିଶା ରାଜ୍ୟପାଳ |

ଅନୁଗୋଳ ୦୬/୧୨(ଫୋକସ ପ୍ଲସ); ଅନୁଗୋଳ ଜିଲ୍ଲାକୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ। ଗତ କାଲି ଢେଙ୍କାନାଳ ଜିଲ୍ଲାର ବିଭିନ୍ନ…