୩ ଦିନ ପରେ ବୁଦା ମୂଳରୁ ମିଳିଲା ଯୁବକଙ୍କ ମୃତଦେହ , ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ ।

ଅନୁଗୁଳ:  ଆଜି ସକାଳେ ଅନୁଗୁଳ ଥାନା ଅନ୍ତର୍ଗତ ଏକଘରିଆ ଗ୍ରାମ ନିକଟରେ ଥିବା ଏକ ବୁଦା ମୂଳରୁ ଜଣେ ୩୦ ବର୍ଷୀୟ ଯୁବକ ର ମୃତଦେହ ଠାବ…