SI ନିଯୁକ୍ତି ମହାଘୋଟାଲା : ବିଜେପି ବିଧାୟକ ବାବୁ ସିଂଙ୍କ ବୟାନ,କହିଲେ ବିଜେଡି ….

ନିଯୁକ୍ତି ମହାଘୋଟାଲା ନେଇ ବିଜେପି ବିଧାୟକ ବାବୁ ସିଂଙ୍କ ବଡ଼ ବୟାନ
ଶଙ୍କର ପୃଷ୍ଟି ହେଉ କି ସୁବ୍ରତ ଛାଟୋଇ କାହାକୁ ଛଡ଼ାଯିବନି: ବାବୁ ସିଂ
ଯେଉଁଠି ଚାଦର ଘୋଡାଇ ହୋଇ ଲୁଚିଲେ ବି ଜମା ଛଡ଼ାଯିବନି’
‘ଶଙ୍କର ପୃଷ୍ଟିଙ୍କ ବ୍ରହ୍ମପୁର ଅଫିସ ବିଜେଡି ନେତାଙ୍କ ଘର ନୁହେଁ ତ?’
‘ବିଗତ ଦିନରେ ଅତୀତର ସରକାର ଅମଳରେ ଦୁର୍ନୀତି ବଢିଥିଲା’
-କେବଳ ଛୋଟ ମାଛ ନୁହେଁ, ବଡ଼ ମାଛଙ୍କ ସମୟ ଆସୁଛି’

Leave a Reply

Your email address will not be published. Required fields are marked *