ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ପକ୍ଷରୁ ଗଣ ଧାରଣା । ସାରା ଓଡ଼ିଶାରେ ୩୧୪ ଗୋଟି ବ୍ଲକ ସମ୍ମୁଖରେ ମିଶନ ଶକ୍ତି ବିଭାଗ ଓଡ଼ିଶା ଜୀବିକା ମିଶନ ଅଧିନସ୍ଥ ସମସ୍ତ ୬ ଗୋଟି କମୁନିଟି ସପୋର୍ଟ ଷ୍ଟାଫ୍ ଏମବିକେ, ବ୍ୟାଙ୍କ ମିତ୍ର , ସି ଆର ପି , କୃଷି ମିତ୍ର, ପ୍ରାଣୀ ମିତ୍ର , ଇଏଲଏସପି ଙ୍କୁ ନେଇ ବିଭିନ୍ନ ଦାବୀରେ ଗଣ ଧାରଣା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ନରସିଂହପୁର ଓଡ଼ିଶା ଜୀବିକା ମିଶନ ଅଫିସ୍ ସମ୍ମୁଖରେ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ନେଇ ଗଣ ଧାରଣା ଦିଆଯାଇଛି ।