ଲୋକମାନ ଆମ୍ବୁଲାନସ ପ୍ରତି ସଚେତନ ହେବା ଉଚିତ୍

ସବୁ ଲୋକମାନେ ରାସ୍ତାରେ ଯିବାସମୟରେ ଆମ୍ବୁଲାନସକୁ ରାସ୍ତା ଛାଡିଦିଅନ୍ତୁ । ଟ୍ରାଫିକ୍ ନିୟମାବଳି ଅନୁଯାୟୀ ଆମ୍ବୁଲାନସ୍ ପାଇଁ ସ୍ୱତନ୍ତ୍ର ନିୟମାବଳୀ ରହିଛି । କିନ୍ତୁ ଲୋମାନେ କିଛି ନ ମାନି ଗାଡି ଚଳାଉଛନ୍ତି, ଫଳରେ ଆମ୍ବୁଲାନସ ସାଇରନ୍ ଦେବାଦ୍ବାରା ମଧ୍ୟ ଲୋକମାନେ ଗାଡି ଛାଡୁନାହାଁନ୍ତି । ସାଧାରଣତଃ ଲୋକେ ଚିନ୍ତାକରନ୍ତି ଯେ ଆମେ କିପରି ଜଲଦି ଜଲଦି ଯିବୁ । ସମ‌ସ୍ତେ ବେଶ ଭଲଭାବେ ଜାଣଛନ୍ତି ଯେ ଆମ୍ବୁଲାନସରେ କୌଣସି ଭଲ ମଣି‌ଷ ଜାଆନ୍ତି ନାହିଁ । ସେହି ସମୟରେ କାହାର ଜୀବନ, ମୃତ୍ୟର ପରିସ୍ଥିତି ଥାଏ । ସେଥିପାଇଁ ଆମ୍ବୁଲାନସକୁ ବାଟ ଛାଡିଲେ କୌଣସି ହାନି ପହଁଞ୍ଛିବନି । ଏହି ଛୋଟ ଛୋଟ ଉପକାରରେ ଲୋକମାନଙ୍କ‌ର ଜୀବନ ମଧ୍ୟ ବଞ୍ଚି ପା‌ରେ । ଆମ୍ବୁଲାନସ୍ ସାଇ‌ରନଦେବାପରେ ମଧ୍ୟ୍ୟ ଲୋକେ ସାଇଟ୍ ହେଉନାହାନ୍ତି । ଏହା ଲଜ୍ଜିତ କଥା ଏହି କାର୍ଯ୍ୟକୁ ନେଇ ସରକାରଏକ ପଦକ୍ଷେପ ନେବା ଉଚିତ୍ । ଏହା ଲୋକମାନଙ୍କ ପାଇଁ ସୁବିଧା ହେବ ।

Leave a Reply

Your email address will not be published. Required fields are marked *