ନୂଆ ନିୟମ ଅନୁସାରେ ଏଣିକି ଅବିବାହିତ ଦମ୍ପତି ଏବେ ରୁମ୍ ବୁକ କରିପାରିବେ ନାହିଁ । ରୁମ୍ ବୁକ୍ କରିବାକୁ ହେଲେ ଯଥେଷ୍ଟ ପ୍ରମାଣ ଦେବାକୁ ହେବ । ଯଦି ଜଣେ ଯୁବତୀ ଓ ଯୁବକ ରୁମ୍ ବୁକ୍ କରନ୍ତି ତେବେ ତାଙ୍କୁ ପ୍ରମାଣ ଦେବାକୁ ପଡ଼ିବ । ଅଫଲାଇନ୍ ହେଉ କି ଅନଲାଇନ୍ ଯେଉଁଥିରେ ବି ରୁମ୍ ବୁକ୍ କରନ୍ତି ସମାନ ନିୟମ ଲାଗୁ ହେବ ।
OYOର ନୂଆ ନିୟମ… ସବୁବେଳେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରୁଥିଲା ଫୋକସ ପ୍ଲସ
