ଆଉ ନିଜ ଜିଲ୍ଲାରେ ମିଳିବନି ନିଯୁକ୍ତି

ନିଜ ଜିଲ୍ଲାରେ ଶିକ୍ଷକଙ୍କୁ ମିଳିବନି ନିଯୁକ୍ତି।
ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ବଦଳି ଓ ନିଯୁକ୍ତି ନେଇ ନୀତି ପ୍ରସ୍ତୁତ।
ବାର୍ଷିକ ବଦଳି ଏପ୍ରିଲ 15ରୁ ଜୁନ 15 ମଧ୍ୟରେ ହେବ।
ସ୍ୱାମୀ-ସ୍ତ୍ରୀ ସରକାରୀ କର୍ମଚାରୀ ହୋଇଥିଲେ ପାଖ ଅଞ୍ଚଳରେ ହେବ ନିଯୁକ୍ତି।
ଅବସରକୁ 2 ବର୍ଷ ଥିବା ଅଧିକାରୀଙ୍କ ପାଇଁ ନିୟମ ହେବ କୋହଳ।
ଯେଉଁଠାରେ ଅଛନ୍ତି ସେଠାରେ ରହିପାରିବେ କିମ୍ବା ନିଜ ଜିଲ୍ଲାକୁ ବଦଳି ହୋଇପାରିବେ ଅଧିକାରୀ।
କମିଟି ମାଧ୍ୟମରେ ବଦଳି ଓ ନିଯୁକ୍ତିକୁ ସ୍ୱଚ୍ଛତା ଆଣିବାକୁ ନିଷ୍ପତ୍ତି।

Leave a Reply

Your email address will not be published. Required fields are marked *