ସ୍ୱୟଂଚାଳିତ ଭାବେ କଟିବ ଟ୍ୟାକ୍ସ

ନୂଆଦିଲ୍ଲୀ, ୨୬/୦୭: ଟୋଲ ସିଷ୍ଟମକୁ ନେଇ ବଡ଼ ପରିବର୍ତନ | କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ କଲେ ବଡ ଘୋଷଣା | ବର୍ତ୍ତମାନ ଟୋଲ ସିଷ୍ଟମର ସମାପ୍ତି ଘୋଷଣା କରିଛନ୍ତି ନୀତିନ ଗଡକରୀ | ଏକ ନୂତନ ଆଧାରିତ ଟୋଲ ସଂଗ୍ରହ ବ୍ୟବସ୍ଥା ଆରମ୍ଭ କରିବାକୁ ସେ ଘୋଷଣା କରିଛନ୍ତି | ସ୍ୱୟଂଚାଳିତ ଭାବେ କଟିବ ଟ୍ୟାକ୍ସ | ବର୍ତ୍ତମାନ ଯିବା ଆସିବା ସମୟରେ, କିଲୋମିଟର ଅନୁଯାୟୀ ନୂତନ ସିଷ୍ଟମ ମାଧ୍ୟମରେ ଟ୍ୟାକ୍ସ ସ୍ୱୟଂଚାଳିତ ଭାବରେ କଟାଯିବ | ଏହା ଦୁଇ ମାସ ମଧ୍ୟରେ ଆରମ୍ଭ ହୋଇପାରେ | ସଡ଼କ ବ୍ୟବହାର, ଯାତ୍ରୀମାନଙ୍କ ପାଇଁ ସମୟ ଏବଂ ଅର୍ଥ ସଞ୍ଚୟ ଉପରେ ଆଧାର କରି ବ୍ୟାଙ୍କ ଆକାଉଣ୍ଟରୁ ସିଧାସଳଖ ଟଙ୍କା କଟାଯିବ |

Leave a Reply

Your email address will not be published. Required fields are marked *