5ଟି ପ୍ରସ୍ତାବ ଉପରେ ମୋହନଙ୍କ ମୋହର

ରାଜ୍ୟ କ୍ୟାବିନେଟରେ ବାଜିଲା ମୋହର।
5ଟି ପ୍ରସ୍ତାବ ଉପରେ ମୋହର ଲଗାଇଲେ ମୋହନ ସରକାର ।
ନୂଆ ଭୁବନେଶ୍ୱର ପାଇଁ ମାଷ୍ଟରପ୍ଲାନକୁ ମିଳିଲା ମଞ୍ଜୁରୀ ।
ପ୍ରାୟ 8ଶହ ଏକର ଜମିକୁ ନେଇ ହେବ ନୂଆ ସହର ।
ନୂଆ ଭୁବନେଶ୍ୱର ସହର ପାଇଁ ମାଷ୍ଟରପ୍ଲାନକୁ ମିଳିଛି କ୍ୟାବିନେଟ ଅନୁମୋଦନ ।
ପ୍ରଥମ 5 ବର୍ଷ ପାଇଁ ରାଜ୍ୟ ବଜେଟରୁ ଖର୍ଚ୍ଚ ହେବ 13 ଶହ 42 କୋଟି ଟଙ୍କା ।
ଗୋଠପାଟଣା, ମଳିପଡ଼ା ଓ ଦାଶପୁର ଅଞ୍ଚଳର ପ୍ରାୟ 8ଶହ ଏକର ଜାଗାରେ ତିଆରି ହେବ ନୂଆ ସହର।

Leave a Reply

Your email address will not be published. Required fields are marked *