ଆସିକାରେ ଏନଏସି ଦାବି ନେଇ ବନ୍ଦ ଡାକରା।
ଆସିକାରେ ଶେରଗଡ଼କୁ ଏନଏସି ମାନ୍ୟତା ନେଇ ଉଠିଛି ଦାବି।
ଏନେଇ ସେଠାରେ 12 ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ଶେରଗଡ଼ବାସୀ।
ଏନଏସି ଦାବି ନେଇ ଶେରଗଡ଼ବାସୀଙ୍କ ବନ୍ଦ ପାଳନ।
ପୂର୍ବ ସରକାର ଏନଏସି ମାନ୍ୟତା ପାଇଁ ଘୋଷଣା କରିଥିଲେ।
ଶେରଗଡ଼କୁ ଅବହେଳା ଅଭିଯୋଗ ନେଇ ହୋଇଛି ବନ୍ଦ ପାଳନ।
ଏନେଇ ଦୋକାନ ବଜାରଠୁ ଆରମ୍ଭ କରି ସ୍କୁଲ କଲେଜ ସବୁ ବନ୍ଦ।
ବନ୍ଦ ଡାକରାକୁ ନେଇ ଠପ ରହିଛି ଯାନବାହାନ ଚଳାଚଳ ।
ଏନଏସି ଦାବି ନେଇ ଆସିକାରେ ଚକା ବନ୍ଦ
