KIIT ବିଶ୍ୱବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣାରେ DCPଙ୍କ ସୂଚନା

-KIIT ବିଶ୍ୱବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣାରେ DCPଙ୍କ ସୂଚନା
-‘ଇନ୍‌ଫୋସିଟି ଥାନାରେ ଅଭିଯୋଗ ଅନୁସାରେ ମାମଲା ରୁଜୁ ହୋଇଛି’
-‘ଅଭିଯୋଗ ଆସିଥିବା ଜଣେ ଛାତ୍ରଙ୍କ ନାଁରେ ମାମଲା ହୋଇଛି’
-‘ଅଭିଯୁକ୍ତ ଛାତ୍ରଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି’
-‘ମାନସିକ ନିର୍ଯାତନା ସହ ଆତ୍ମହତ୍ୟା ପାଇଁ ଉସ୍‌କାଇବା ଅଭିଯୋଗ ରହିଛି’
-‘ମୃତ ଛାତ୍ରୀଙ୍କ ରୁମ୍‌ରୁ ଲ୍ୟାପଟପ୍‌, ମୋବାଇଲ୍‌ ଫୋନ୍‌ ସିଜ୍‌ କରାଯାଇଛି’

Leave a Reply

Your email address will not be published. Required fields are marked *