ଦାବିପତ୍ର ଦେଖି ମୁଖ୍ୟମନ୍ତ୍ରୀ ତାଜୁବ୍

ପୁରୀ, ୨୦/୦୭: ଆଜି ପୁରୀ ସର୍କିଟ ହାଉସ ଠାରେ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ରତ୍ନଭଣ୍ଡାର ରତ୍ନ ଗଣତି ମଣନ୍ତି କରି ସତ୍ୟ ସମସ୍ତଙ୍କ ସାମ୍ନାକୁ ଆଣିବାକୁ ଏବଂ ଭଣ୍ଡାର ଲୁଟେରା ଙ୍କ ବିରୋଧରେ ସିବିଆଇ ତଦନ୍ତ ଦାବି ସହ ଚାରି ଦଫା ସମ୍ମିଳିତ ଦାବୀ ପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଦାନ କରାଗଲା ଦୋଷୀ ଦଣ୍ଡ ନପାଇବା ପର୍ଯ୍ୟନ୍ତ ଏ ସଂଗ୍ରାମ ଜାରି ରହିବ ବୋଲି କହିଛନ୍ତି ପ୍ରିୟ ଦର୍ଶନୀ ପଟନାୟକ !

Leave a Reply

Your email address will not be published. Required fields are marked *