ଭୁବନେଶ୍ୱର୨୧/0୭ : ପିଲାଟି ଦିନରୁ ଆମେ ଜାଣିଛେ ସକାଳୁ ଉଠି ନେଉଳ ମୁଁହ ଚାହିଁଲେ ଶୁଭ ବୋଲି ଏବଂ ଯଦି କୁଆଡେ ଯାତ୍ରା କରୁଛେ ନେଉଳ ଦେଖିଲେ ଅତ୍ୟନ୍ତ ଶୁଭ ବୋଲି ଜଣିଆସୁଅଛୁ l
ଦର୍ଶକ ବନ୍ଧୁ ଏଠି କହି ରଖିବା ପାଇଁ ଚାହିଁବି, ବେଳେବେଳେ ନେଉଳ ଆମକୁ ଗୁପ୍ତ ଧନର ସନ୍ଧାନ ଦେଇଥାଏ, ଅଜ୍ଞାନ ହଁ କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ…ନେଉଳ ଆମକୁ ଆର୍ଥିକ ସୁବିଧା ମଧ୍ୟ ଦେଇଥାଏ…ଦେଖିବାକୁ ଗଲେ ପୌରାଣିକ ଅନୁସାରେ ମା’ ଲକ୍ଷ୍ମୀ ନେଉଳ ଓପରେ ବହୁତ ସନ୍ତୁଷ୍ଟ, କ’ଣ ଆପଣ ବି ଆପଣଙ୍କ ଘରେ ନେଉଳ ରଖିଛନ୍ତି କି ଯଦି ହଁ ଆପଣବି ହେଇପାରିବେ ରାତାରାତି କୋଟିପତି, ତେବେ ଜାଣି ରଖନ୍ତୁ କେଉଁ ଦିଗରେ ନେଉଳ ରହିଲେ କିମ୍ବା କେଉଁ ଦିଗରେ ନେଉଳ ଦେଖିଲେ ଶୁଭ…
ଶାସ୍ତ୍ର ଅନୁଯାୟୀ, ଯଦି ଆପଣ ସ୍ୱପ୍ନରେ ନେଉଳ ଦେଖୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଓ ଲାଭଦାୟକ।ପୁରୁଣା କାଳରେ, ଅନେକ ଲୋକ ନିଜ ପ୍ରଭୁଙ୍କ ପ୍ରତି ଭକ୍ତିଭାବରେ ନେଉଳକୁ ପାଳୁଥିଲେ। ନେଉଳ ହେଉଛି ଏମିତି ଏକ ପଶୁ ଯାହା ଏହାର ମାଲିକ ପାଇଁ ବହୁତ ଉତ୍ସର୍ଗୀକୃତ ରହିଥାଏ। ସକାଳୁ ଉଠିବା ମାତ୍ରେ ଆପଣ ଘର ପାଖରେ ଯଦି ନେଉଳ ଦେଖୁଛନ୍ତି, ତେବେ ବୁଝନ୍ତୁ ଯେ ଆପଣ କିଛି ଦିନ ମଧ୍ୟରେ ଆର୍ଥିକ ଲାଭ ପାଇବାକୁ ଯାଉଛ।ପୁରୁଣା ଗ୍ରନ୍ଥଗୁଡ଼ିକରେ ଏହା ଲେଖାଯାଇଛି ଯେ, ଯଦି ଆପଣ ସକାଳେ ଏକ ନେଉଳ ଦେଖିବେ, ଶୀଘ୍ର ଗୁପ୍ତ ଧନ ପାଇବାର ସମ୍ଭାବନା ଅଛି।
ନେଉଳ ରଖିଲେ ରାତାରାତି ହୋଇଯିବେ କୋଟିପତି
