ଅନୁଗୁଳ: ଟ୍ରେଡିଂ ଆପ୍ରେ ଟଙ୍କା ଲଗାଇ ଠକେଇର ଶିକାର ହେଲେ ବ୍ୟବସାୟୀ । ଟ୍ରେଡିଂ ଆପ୍ରେ ଟଙ୍କା ଲଗାଇ ୫୨ ଲକ୍ଷ ଠକେଇର ଶିକାର ହେଲେ ଅନୁଗୁଳର ଜଣେ ବ୍ୟବସାୟୀ । ବ୍ୟବସାୟୀଙ୍କ ନିକଟରୁ ୫୨ ଲକ୍ଷ ଟଙ୍କା ଠକି ନେଇଥିବା ସାଇବର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଛାନ୍ଭିନ ଆରମ୍ଭ କରିଛି ଅନୁଗୁଳ ପୋଲିସ । ଏପର୍ଯ୍ୟନ୍ତ ପୋଲିସକୁ କୌଣସି ସୁରାଖ ମିଳିନଥିବା ବେଳେ, ତଦନ୍ତ ଜାରି ରଖିଛି ।
ଟ୍ରେଡିଂ ଆପ୍ରେ ଠକେଇ
