ନଦୀଗୁଡ଼ିକର ଜଳସ୍ତର ବଢୁଛି; କିନ୍ତୁ ବିପଦ ସଙ୍କେତ ସ୍ଥିତି ନାହିଁ:ମନ୍ତ୍ରୀ

ନଦୀଗୁଡ଼ିକର ଜଳସ୍ତର ବଢୁଛି; କିନ୍ତୁ ବିପଦ ସଙ୍କେତ ସ୍ଥିତି ନାହିଁସୂଚନା ଦେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଅତ୍ୟଧିକ ବର୍ଷା ଯୋଗୁଁ ଭଦ୍ରକ, ଝାରସୁଗୁଡ଼ା,…

ଆସିଲା ବଡ଼ ଅପଡେଟ :ଆସନ୍ତାକାଲି ମୟୂରଭଞ୍ଜ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

ଆସନ୍ତାକାଲି ମୟୂରଭଞ୍ଜ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣାସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ବନ୍ଦ ରହିବସ୍କୁଲ ଛୁଟି ଘୋଷଣା କଲେ ମୟୂରଭଞ୍ଜ ଜିଲ୍ଲାପାଳପ୍ରବଳ ବର୍ଷା ସମ୍ଭାବନା ଥିବାରୁ…

ତାତିରେ ଲାଗିଲା ବ୍ରେକ, କାଳବୈଶାଖୀ ବର୍ଷା ଦେଲା ଆଶ୍ବସ୍ତି

ପୂର୍ବକେନ୍ଦ୍ରୀୟ ଆରବ ସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟିସେପଟେ କେରଳମୁହାଁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁଓଡ଼ିଶାକୁ ସଅଳ ମୌସୁମୀ ଆସିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ

୭ ଜିଲ୍ଲାକୁ ୨ ଘଣ୍ଟିଆ ରେଡ୍‌ ଆଲର୍ଟ ଜାରି କଲା ପାଣିପାଗ କେନ୍ଦ୍ର,୬୦ରୁ ୭୦ କିମି ପବନ ସହ ବର୍ଷା ସମ୍ଭାବନା

କୋରାପୁଟ, କଟକ, ଖୋର୍ଦ୍ଧା, ନୟାଗଡ଼କୁ ରେଡ୍‌ ଆଲର୍ଟ-ଯାଜପୁର, ବାଲେଶ୍ବର, ଗଞ୍ଜାମକୁ ମଧ୍ୟ ରେଡ୍‌ ଆଲର୍ଟ-ଆସନ୍ତା ୨ ଘଣ୍ଟାରେ ୬୦ରୁ ୭୦ କିମି ପବନ ସହ ବର୍ଷା ସମ୍ଭାବନା

କାଳବୈଶାଖୀ: ମୟୂରଭଞ୍ଜରେ ୧୨୩ମିମି ବର୍ଷା, ଆଉ କେଉଁଠି କେତେ ହୋଇଛି ବର୍ଷା?

କୁଆପଥର ବର୍ଷା ବ୍ୟାପକ କ୍ଷୟକ୍ଷତି କରିଛି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏଭଳି କାଳବୈଶାଖୀ ହୋଇପାରେ। କେତେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସହ କୁଆପଥର…

ଆସିଲା ଦିନ ସାଢ଼େ ୧୧ଟାର ତାପମାତ୍ରା

ଆସିଲା ଦିନ ସାଢ଼େ ୧୧ଟାର ତାପମାତ୍ରାଆଜି ଦିନ ସାଢ଼େ ୧୧ ଟା ସୁଦ୍ଧା ୩୬.୮ ଡିଗ୍ରୀ ରେକର୍ଡସମ୍ବଲପୁରରେ ସର୍ବାଧିକ ୩୬.୮ ଡିଗ୍ରୀ ରେକର୍ଡହୀରାକୁଦ-୩୬, ଝାରସୁଗୁଡା- ୩୫.୪ ଡିଗ୍ରୀ,…

୫ଦିନ ଓଡ଼ିଶାରେ ତାତାଇବ ଖରା : ସତର୍କ ସୂଚନା ଦେଲା ପାଣିପାଗ ବିଭାଗ

ରାଜ୍ୟରେ ଅସହ୍ୟ ହେଉଛି ତାତିଦିନ ୨ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ଉପରେ ୨ ସହରଝାରସୁଗୁଡ଼ା ୪୦.୨ ଓ ସମ୍ବଲପୁର ୪୦ ଡିଗ୍ରୀ ରେକର୍ଡରାଉରକେଲା ୩୯.୪, ହୀରାକୁଦ…

ଉପରମୁହାଁ ପାରଦ ;ଆଜିଠୁ ବଢ଼ିବ ତାତି

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ରାଜ୍ୟରୁ ଶୀତ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଆଜିଠୁ ଖରା ବଢ଼ିବ। ସପ୍ତାହେ ଯାଏଁ ଗରମ ସହ ଖରାରୁ ନିସ୍ତାର ନାହିଁ। ଏବେ ରାଜ୍ୟରେ…