ବିଧାନସଭାରେ ସାମ୍ବାଦିକଙ୍କୁ ମୋବାଇଲ ମନା

ବିଧାନସଭାରେ ସାମ୍ବାଦିକଙ୍କୁ ମୋବାଇଲ ମନାପ୍ରେସ୍‌ ଗ୍ୟାଲେରୀରେ ସାମ୍ବାଦିକଙ୍କୁ ମୋବାଇଲ୍ ମନାଗୃହରେ କାଲିର ଘଟଣା ପରେ ସାମ୍ବାଦିକଙ୍କୁ ମୋବାଇଲ୍ ବାରଣମୋବାଇଲ ବ୍ୟାନ ପ୍ରତିବାଦରେ ସାମ୍ବାଦିକଙ୍କ ପ୍ରତିବାଦପ୍ରେସ ଗ୍ୟାଲେରୀକୁ ଗଲେ…

ଓଡ଼ିଶା ଗସ୍ତରେ ଆସିବେ ଗୃହମନ୍ତ୍ରୀ ଅମିତ ଶାହ

ଓଡ଼ିଶା ଗସ୍ତରେ ଆସିବେ ଗୃହମନ୍ତ୍ରୀ ଅମିତ ଶାହଆସନ୍ତା ୨୨ରେ ଦୁଇ ଦିନିଆ ଓଡ଼ିଶା ଗସ୍ତର ଆସିବେବିଭିନ୍ନ ସରକାରି ପ୍ରକଳ୍ପର ଶିଳାନ୍ୟାସରେ ଯୋଗଦେବେ

ପୂର୍ବ ସରକାର ରେ ବ୍ୟାନ ଥିଲା ଗୁଟଖା,ତମାଖୁ ଦ୍ରବ୍ୟରୁ ଗତ ୧୧ ବର୍ଷରେ ଯେତିକି ଟିକସ ଆଦାୟ ହୋଇଛି, ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ।

ସାମ୍ନାକୁ ଆସିଲା ଗତ ୧୧ ବର୍ଷର ଚାଞ୍ଚଲ୍ୟକର ତଥ୍ୟ । ହୁ ହୁ ବଢ଼ିଛି ତମାଖୁ ଓ ପାନମସଲାରୁ ଟିକସ ଆଦାୟ । କ୍ୟାନସର ବିକି ପାଇଛନ୍ତି ହଜାର…

ଓଡିଶା ଲୋକ ଗୁଟ୍‌ଖା ପ୍ରେମୀ! ରାଜ୍ୟରେ ପାନ ମସଲା, ଗୁଟ୍‌ଖା, ତମାଖୁରୁ ବଢୁଛି ଟିକସ ଆୟ।

୧୦ ବର୍ଷରେ ପାନ ମସଲା, ଗୁଟ୍‌ଖା, ତମାଖୁରୁ ମିଳିଛି ୬୫୯୫.୫୫ କୋଟି-କ୍ରମାଗତ ଭାବେ ବଢ଼ୁଛି ଗୁଟ୍‌ଖା, ତମାଖୁ ଟିକସ ଆୟ-କେବଳ ୨୦୨୪-୨୫ରେ ୧ ହଜାର ୪୭ କୋଟି…

ମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ:ନିୟମ ନ ମାନିଲେ ହେବ କାର୍ଯ୍ୟାନୁଷ୍ଠାନ।

ଖରା ବଢୁଥିବା ନେଇ ଦେଖି ଶ୍ରମ ମନ୍ତ୍ରୀଙ୍କ ପ୍ରତିକ୍ରିୟାଦିନ ଗୋଟାଏ ପରେ କାମ ବନ୍ଦ ପାଇଁ ନିର୍ଦ୍ଦେଶ: ମନ୍ତ୍ରୀ‘ଶ୍ରମିକମାନେ ଦିନ ଗୋଟାଏ ପରେ କାମ କରିବେ ନାହିଁ’‘ଠିକାଦାର…

ମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ:ନିୟମ ନ ମାନିଲେ ହେବ କାର୍ଯ୍ୟାନୁଷ୍ଠାନ।

ଖରା ବଢୁଥିବା ନେଇ ଦେଖି ଶ୍ରମ ମନ୍ତ୍ରୀଙ୍କ ପ୍ରତିକ୍ରିୟାଦିନ ଗୋଟାଏ ପରେ କାମ ବନ୍ଦ ପାଇଁ ନିର୍ଦ୍ଦେଶ: ମନ୍ତ୍ରୀ‘ଶ୍ରମିକମାନେ ଦିନ ଗୋଟାଏ ପରେ କାମ କରିବେ ନାହିଁ’‘ଠିକାଦାର…

ପରଲୋକରେ ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସ

ପରଲୋକରେ ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସ-ଭୋର ସାଢେ ୩ଟାରେ ଭୁବନେଶ୍ବର ସ୍ଥିତ ବାସଭବନରେ ଦେହାନ୍ତ-ଭୋଗରାଇ ନିର୍ବାଚନ ମଣ୍ଡଳୀରୁ ଲଗାତାର ୪ଥର ବିଧାୟକ ଥିଲେ-୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ…

ଆମ ସରକାର ମହିଳାଙ୍କୁ ଋଣ ନୁହେଁ, ସୁଭଦ୍ରା ନାଁରେ ପ୍ରୋତ୍ସାହନ ଦେଉଛି’ :ପ୍ରଭାତି

-ବିରୋଧୀ ଦଳ ନେତା ନବୀନଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଟାର୍ଗେଟ-ବିଜେପି ଅଫିସରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଟାର୍ଗେଟ୍-୨୪ ବର୍ଷରେ ଆପଣ ମହିଳାଙ୍କୁ କଣ ଦେଲେ…

ଉତ୍ତମ ମହାନ୍ତିଙ୍କ ପରିବାରକୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

ଦିବଂଗତ ଅଭିନେତା ଉତ୍ତମ ମହାନ୍ତିଙ୍କ ପରିବାରକୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନଉତ୍ତମଙ୍କ ଭୁବନେଶ୍ବର ବାସଭବନରେ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଉତ୍ତମଙ୍କ ପତ୍ନୀ ଅପରାଜିତା, ପୁଅ ବାବୁଶାନ୍ ଓ ବୋହୂ…

ବଜେଟ୍‌ ଅଧିବେଶନ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ

ଆଜିଠୁ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳବିଜୁ ବାବୁଙ୍କ ପ୍ରତି ଅପମାନ ନାରା ଦେଇ ବିଜେଡି ବିଧାୟକଙ୍କ ପ୍ରତିବାଦମହିଳା ଅତ୍ୟାଚାର ଓ…

ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭା ପରିସରରେ ବିରୋଧ

ଆଜିଠାରୁ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ। ହୋଇପାରେ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଉପସ୍ଥାପନ। ଖର୍ଚ୍ଚ ଦାବି ନେଇ ହେବ ଆଲୋଚନା। ଏପ୍ରିଲ୍ ୫ତାରିଖ ପର୍ଯ୍ୟନ୍ତ ଚାଲିବ ବଜେଟ୍…

ଓଡ଼ିଶାର ଏ ବଡ଼ ଜାଗର ହୋଟେଲ ରେ ମିଳୁଛି ଗାଈ ମାଂସ। ଭିଡିଓ ଭାଇରାଲ ପରେ ଫୋକସ ପ୍ଲସ ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ!

ଓଡ଼ିଶାର ଏ ବଡ଼ ଜାଗର ହୋଟେଲ ରେ ମିଳୁଛି ଗାଈ ମାଂସ। ଭିଡିଓ ଭାଇରାଲ ପରେ ଫୋକସ ପ୍ଲସ ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ! ଓଡ଼ିଶାର ଏ…