ଯାତ୍ରା ମାଲିକ ଅନନ୍ତ ନା କମେଡିଆନ ନରି ପଣ୍ଡା, ସତ କହୁଛି କିଏ?

ତୁଳସୀ ଗଣନାଟ୍ୟରେ କଳାକାର ଓ ମାଲିକଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦରେ ନୂଆମୋଡ । ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳଙ୍କ ନାଁରେ କଳାକାର ନରି ପଣ୍ଡା ଆଣିଲେ…

ଆଜିଠୁ ଆରମ୍ଭ ହେବ ଅନ୍ତ୍ୟୋଦୟ ଗୃହ ଯୋଜନା

ଆଜିଠୁ ଆରମ୍ଭ ହେବ ଅନ୍ତ୍ୟୋଦୟ ଗୃହ ଯୋଜନାକଳାହାଣ୍ଡିରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀଗରିବ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ ହେବେଯୋଜନା ସହ ଯୋଡ଼ି ହେବେ ୫୦ହଜାର ହିତାଧିକାରୀପୂରଣ ହେବ…

ବିଧାନସଭା ବଜେଟ୍‌ ଅଧିବେଶନ;୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟକୁ ବ୍ୟୟ ମଞ୍ଜୁରୀ ବିଲ ଜରିଆରେ ଗୃହରେ ପାରିତ କରାଯିବ।

ବିଧାନସଭା ବଜେଟ୍‌ ଅଧିବେଶନ । ଗୃହରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ପୂର୍ବରୁ ମୁଖ୍ୟ ବିରୋଧୀ ବିଜେଡ଼ି ସରକାରଙ୍କୁ  ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି। ବିପର୍ଯ୍ୟସ୍ତ ଆଇନ…

୧୨ଟା ୯ ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି

ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ହୋହଲ୍ଲା-୧୨ଟା ୯ ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି-ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ମୁଲତବି ଘୋଷଣା-ଗୃହରେ ଘଣ୍ଟ ବାଡ଼େଇ କଂଗ୍ରେସ…

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି।

ରାଷ୍ଟ୍ରପତି ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭୁବନେଶ୍ୱର ରାଜଭବନରେ ରହିବେ ରାଷ୍ଟ୍ରପତି । ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି…

ଦୁଖଃଦ ଖବର!ପୂର୍ବତନ କଂଗ୍ରେସ ବିଧାୟକଙ୍କ ପରଲୋକ।

ପୂର୍ବତନ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଦେହାନ୍ତକେନ୍ଦ୍ରାପଡ଼ାର ଆଳି ଆସନରୁ ବିଧାୟକ ହୋଇଥିଲେକିଡ୍‌ନୀ ରୋଗରେ ୬୬ ବର୍ଷ ବୟସରେ ପରଲୋକଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ

ଆୟୁଷ୍ମାନ ଭାରତକୁ କ୍ୟାବିନେଟ ମଞ୍ଜୁରୀ,୭ ବିଭାଗର ୧୦ ପ୍ରସ୍ତାବକୁ ମଞ୍ଜୁରୀ

ରାଜ୍ୟ କ୍ୟାବିନେଟରେ ୭ ବିଭାଗର ୧୦ ପ୍ରସ୍ତାବକୁ ମଞ୍ଜୁରୀଗୃହରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଆୟୁଷ୍ମାନ ଭାରତ ଯୋଜନାକୁ କ୍ୟାବିନେଟ୍‌ରେ ମଞ୍ଜୁରୀରାଜ୍ୟରେ ୩ କୋଟି ୪୬ ଲକ୍ଷ…

ଖୋର୍ଦ୍ଧାରେ ଖୋଲିବ ନ୍ୟାସନାଲ୍‌ ଫୋରେନ୍‌ସିକ୍‌ ସାଇନ୍ସ ୟୁନିଭର୍ସିଟି

ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ଆଉ ଏକ ବଡ଼ ଭେଟି-ଖୋର୍ଦ୍ଧାରେ ଖୋଲିବ ନ୍ୟାସନାଲ୍‌ ଫୋରେନ୍‌ସିକ୍‌ ସାଇନ୍ସ ୟୁନିଭର୍ସିଟି-କାଲି ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ସୂଚନା-ଏଥିପାଇଁ ପ୍ରଧାନମନ୍ତ୍ରୀ,…

ରାକ୍ଷୀ ପୂର୍ଣ୍ଣିମାରେ ବଞ୍ଚିତ ସୁଭଦ୍ରା ଯୋଗ୍ୟ ହିତାଧିକାରୀ ପାଇବେ ଦ୍ଵିତୀୟ କିସ୍ତି:ପ୍ରଭାତି

ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତିରୁ ବଞ୍ଚିତ 1 ଲକ୍ଷ ମହିଳା-ରାସନକାର୍ଡ ଓ ଆୟରେ ତାଳମେଳ ନ ଥିବାରୁ 1 ଲକ୍ଷ ମହିଳା ବଞ୍ଚିତ-ରାକ୍ଷୀ ପୂର୍ଣ୍ଣିମାରେ ବଞ୍ଚିତ ଯୋଗ୍ୟ…

ଆସନ୍ତା କାଲି ଦିଲ୍ଲୀ ଗସ୍ତରେ ଯିବେ ମୁଖିଆ ।

କାଲି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀସରକାରୀ କାର୍ଯ୍ୟକ୍ରମରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀକାଲି ଅପରାହ୍ନରେ ଦିଲ୍ଲୀରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ16 ତାରିଖ ସନ୍ଧ୍ୟାରେ ଭୁବନେଶ୍ଵର ଫେରିବେ CM

ବିଶ୍ବଭୂଷଣଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ।

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚ଼ରଣ ମାଝୀ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ନୟାପଲ୍ଲୀ ସ୍ଥିତ ବାସଭବନ ଠାରେ ଆଇନ ମନ୍ତ୍ରୀଙ୍କ ପିତା ତଥା ପୂର୍ବତନ ରାଜ୍ୟପାଳ…

ବଡଦାଣ୍ଡରେ ମହାପ୍ରଭୁଙ୍କ ସହ ଫଗୁ ଖେଳିଲେ ଭକ୍ତ

ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କଲେ ଭକ୍ତ: ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ସୃଷ୍ଟି ହେଲା ଆଧ୍ୟାତ୍ମିକ ପରିବେଶ । ମହାପ୍ରଭୁଙ୍କ ଶ୍ରୀମନ୍ଦିର ସମ୍ମୁଖରେ ଚାଲିଛି ସଂକୀର୍ତ୍ତନ ସହ ବେଦପାଠ।…