ଓଭାଲ ଟେଷ୍ଟରେ ଇଂଲିଶ ଟିମକୁ ଭାରତର ଦେଲା ଭଲ ଟାର୍ଗେଟ; ଜୟସ୍ୱାଲ ମାରିଲେ ଦମ୍‌ଦାର ଶତକ

ଓଭାଲ ଟେଷ୍ଟର ତୃତୀୟ ଦିନରେ ଭାରତ ଇଂଲଣ୍ଡକୁ ଜିତିବା ପାଇଁ ୩୭୪ ରନର ଟାର୍ଗେଟ ଦେଇଛି। ଶନିବାର ହେଉଥିବା ମ୍ୟାଚ୍‌ରେ ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ୭୫/୨…

ମହିଳା ଚେସ୍‌ ବିଶ୍ଵକପ୍‌ ୨୦୨୫ ଟାଇଟଲ ହାତେଇଛନ୍ତି ଦିବ୍ୟା।

ଫାଇନାଲ ଲଢେଇରେ ଭାରତୀୟ ଚେସ୍ ଗ୍ରାଣ୍ଡମାଷ୍ଟର କୋନେରୁ ହମ୍ପିଙ୍କୁ ପରାସ୍ତ କରି ଟାଇଟଲ ନିଜ ନାଁରେ କରିଛନ୍ତି। ସେ FIDE ମହିଳା ଚେସ୍‌ ବିଶ୍ଵକପ୍ ଜିତିଥିବା ପ୍ରଥମ…

ଶୁଭମନ ଗିଲ୍ ଙ୍କ ୨୬୯ ରନର ଦାମଦାର ଇନିସ

ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫିର ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ୫୮୭ ରନରେ ଅଲଆଉଟ୍ ହୋଇଯାଇଥିଲା। ଗୁରୁବାର, ମ୍ୟାଚର ଦ୍ୱିତୀୟ ଦିନ ଟିମ୍ ଇଣ୍ଡିଆ…

ଆଜିଠୁ ଇଣ୍ଡିଆ ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,ବୁମ୍‌ରା ଖେଳିବା ନେଇ ହୋଇନି ସ୍ପଷ୍ଟ

ଆଜିଠୁ ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ-ଅପରାହ୍ଣ ସାଢ଼େ ୩ଟାରେ ଆରମ୍ଭ ହେବ ମ୍ୟାଚ୍-ଦଳରେ ପରିବର୍ତ୍ତନ କରିପାରେ ଟିମ୍‌ ଇଣ୍ଡିଆ-ଯଶପ୍ରୀତ୍‌ ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ

ଟେଷ୍ଟ କ୍ରିକେଟରେ ଦ୍ବିତୀୟ ସର୍ବାଧିକ ରେନ ଚେଜ କରି ଭାରତ କୁ ହରାଇଲା ଇଂଲିଶ ଟିମ

ଲିଡ୍ସ ହେଡିଂଲି ଟେଷ୍ଟରେ ଭାରତକୁ ହରାଇ ଇତିହାସ ସୃଷ୍ଟି କରିଛି ଇଂଲଣ୍ଡ । ଘରୋଇ ମାଟିରେ ଟେଷ୍ଟ ଇତିହାସରେ ଦ୍ବିତୀୟ ସର୍ବାଧିକ ରନ୍‌ ଚେଜ କରିବାରେ ସଫଳ ହୋଇଛି…

ଇଂଲଣ୍ଡରେ ଯୁବ ଭାରତୀୟ କ୍ରିକେଟର ଙ୍କ ଦମଦାର ପ୍ରଦର୍ଶନ

ଲିଡ୍ସରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଭାରତ ଦୃଢ଼ ସ୍ଥିତିରେ ରହିଛି। ୨ୟ ଦିନ ଖେଳ ଜାରି ରହିଥିବାବେଳେ ଭ୍ରମଣକାରୀ ଦଳ ୫ ଉଇକେଟ ହରାଇ…

ଲର୍ଡ୍ସ ଗ୍ରାଉଣ୍ଡରେ ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା

ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଟ୍ରଫି ଜିତି ଇତିହାସ ରଚିଲାଅଷ୍ଟ୍ରେଲିଆକୁ ୫ ୱିକେଟରେ ହରାଇ ଦକ୍ଷିଣ ଆଫ୍ରିକା WTC ଚାମ୍ପିୟନ୨୮୨ ଟାର୍ଗେଟକୁ ୫ ୱିକେଟ ହରାଇ ହାସଲ…

ଦକ୍ଷିଣ ଆଫ୍ରିକାକୁ ୨୮୨ ରନ୍ ଟାର୍ଗେଟ୍

WTC ଫାଇନାଲ୍; ଦକ୍ଷିଣ ଆଫ୍ରିକାକୁ ୨୮୨ ରନ୍ ଟାର୍ଗେଟ୍ଦ୍ବିତୀୟ ଇଂନିସ୍‌ରେ ଅଷ୍ଟ୍ରେଲିଆ ୨୦୭ ରନ୍‌ରେ ଅଲ୍‌ଆଉଟ୍ମିଚେଲ୍ ଷ୍ଟାର୍କଙ୍କ ଅପରାଜିତ ୫୮ ରନ୍‌ର ଲଢୁଆ ଇଂନିସ୍ଶେଷ ୱିକେଟରେ ହାଜଲେଉଡଙ୍କ…

ଦିନିକିଆରୁ ଅବସର ନେଲେ ଗ୍ଲେନ୍‌

ଦିନିକିଆରୁ ଗ୍ଲେନ୍‌ ମ୍ୟାକ୍ସୱେଲଙ୍କ ଅବସର୧୩ ବର୍ଷର ODI କ୍ୟାରିୟରରୁ ନେଲେ ଅବସର୩୮ ବର୍ଷୀୟ ମ୍ୟାକ୍ସୱେଲ୍‌ ୧୪୯ଟି ODI ଖେଳିଛନ୍ତିଅଷ୍ଟ୍ରେଲିଆର ୨ଟି ବିଶ୍ବକପ୍‌ ବିଜୟୀ ଦଳର ସଦସ୍ୟ ଥିଲେ

୨ୟ କ୍ବାଲିଫାୟାରରେ ପଂଜାବକୁ ଭେଟିବ ମୁମ୍ବାଇ ।

ଚଣ୍ଡିଗଡ଼ଠାରେ ଖେଳାଯାଉଥିବା ଆଇପିଏଲ-୨୦୨୫ର ଏଲିମିନେଟର ମ୍ୟାଚରେ ଗୁଜରାଟକୁ ୨୦ ରନରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଏହି ବିଜୟ ପରେ ଆସନ୍ତା ରବିବାର ଦିନ ୨ୟ…