ଖରାବର୍ଷା ଖାଇ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ
ଫୋକସ ପ୍ଲସ ୭/୬/୨୨(ଆନନ୍ଦପୁର):କେନ୍ଦ୍ରକୁ ରୂପାନ୍ତରିତ କରୁଥିବା ବେଳେ ଏହି ଗୁହାଳିଆ ଅଙ୍ଗନବାଡ଼ି କେନ୍ଦ୍ରକୁ କାହିଁକି ଅଣଦେଖା କରାଯାଉଛି, ସୂଚନା ଅନୁଯାଇ ଆନନ୍ଦପୁର ବ୍ଲକ ଅନ୍ତର୍ଗତ ବାଇଲୋ ପଞ୍ଚାୟତ…
Breaking And Latest News Of Odisha
ଫୋକସ ପ୍ଲସ ୭/୬/୨୨(ଆନନ୍ଦପୁର):କେନ୍ଦ୍ରକୁ ରୂପାନ୍ତରିତ କରୁଥିବା ବେଳେ ଏହି ଗୁହାଳିଆ ଅଙ୍ଗନବାଡ଼ି କେନ୍ଦ୍ରକୁ କାହିଁକି ଅଣଦେଖା କରାଯାଉଛି, ସୂଚନା ଅନୁଯାଇ ଆନନ୍ଦପୁର ବ୍ଲକ ଅନ୍ତର୍ଗତ ବାଇଲୋ ପଞ୍ଚାୟତ…
ଫୋକସ ପ୍ଲସ ୭/୬/୨୨(ଆଳି): କେନ୍ଦ୍ରାପଡା ଆଳି ବ୍ଲକ ର ସାନମଙ୍ଗ ଠାରୁ ବଲୁରିଆ ପର୍ଯ୍ୟନ୍ତ ମୁଖ୍ୟ ନଦୀବନ୍ଧ ରାସ୍ତା ବିପଦ ସଂକୁଳ ଅବସ୍ଥାରେ ପଡ଼ିରହିଥିବାରୁ ଜନସାଧାରଣ ମାନେ…
ଫୋକସ ପ୍ଲସ ୬/୬/୨୨(ସତ୍ୟବାଦୀ): ଆମେ ପରା ଗରିବ ତେଣୁ ଆମ ଦୁଃଖ ଶୁଣିବାକୁ ଏଠି କେହି ନାହିଁ ଭାଗ୍ୟକୁ ଆଦରି ଦିନ କlଟୁଛନ୍ତି ଚlରିପ୍ରlଣି କୁଟୁମ୍ବ ଫନି…
ଫୋକସ ପ୍ଲସ ୪/୬/୨୨(କେନ୍ଦ୍ରାପଡା ): ନଦୀ ବନ୍ଧ କାମରେ ଦୁର୍ନୀତି । କୋଟି କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେଉଛି ପଥର ପ୍ୟାକିଂ କାମ । ବନ୍ଧର…
ଫୋକସ ପ୍ଲସ ୪/୬/୨୨(ଆଳି): କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଲୁଲା ପଞ୍ଚାୟତ ରେ ଗରିବଙ୍କ ପିଡିଏସ୍ ଚାଉଳ ବଣ୍ଟନ କୁ ନେଇ ପଞ୍ଚାୟତ କର୍ମଚାରୀ ଓ…
ଫୋକସ ପ୍ଲସ ୪/୬/୨୨(ଆଠମଲ୍ଲିକ): ହୋମ ନିଆଁ କୁ ସାକ୍ଷୀ ରଖି ସାତ ଜନ୍ମର ସାଥି ହେବାକୁ କଥା ଦେଇ କଥା ରଖିଲାନି ପତ୍ନୀ I ବାହାଘର ପରେ…
ଫୋକସ ପ୍ଲସ ୪/୬/୨୨(ବଡ଼ଚଣା): ବହୁ ମୁଖୀ ସମସ୍ୟା ଘେରରେ ପଳେଇ ଗ୍ରାମବାସୀ,ନା ମିଳୁଛି ସ୍ଵଚ୍ଛ ପାନୀୟ ଜଳ,ନା ଅଛି ସ୍ୱଚ୍ଛ ଗାଁ ପରିମଳ , ଆଶା ଦିଦି…
ଫୋକସ ପ୍ଲସ 5/6/22(ଖମାର): ସ୍ୱାଭାବିକ ଭାବରେ ରୀତିନୀତି ଅନୁଯାୟୀ ଏବେ ଜନ୍ମଦିନ ମାନଙ୍କରେ କେକ କାଟି ଜନ୍ମଦିନ ପାଳନ କରିଥାନ୍ତି l କିନ୍ତୁ ଆଜି ପାଲଲହଡା ନିର୍ବାଚନ…
ଫୋକସ ପ୍ଲସ ୪/୬/୨୨(ତାଳଚେର):ତାଳଚେର ତହସିଲରେ କର୍ମଚାରୀମାନଙ୍କ ଦୀର୍ଘଦିନ ହେବ ବଦଳି ନହେବାରୁ ଗୋଟିଏ ଜାଗାରେ ବର୍ଷବର୍ଷ ଧରି ରହି ଆସୁଥିବାରୁ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟହେତୁ ବେଳକୁ ବେଳ…
ଫୋକସ ପ୍ଲସ ୪/୬/୨୨(ତୁମୁଡିବନ୍ଧ): ତୁମୁଡିବନ୍ଧ ବ୍ଲକ ବେନାରବାହାଲ ଅଙ୍ଗନବାଡି କେନ୍ଦ୍ରରେ ଗୁରୁବାର ସକାଳେ ଆଠ ଘଂଟିକା ସମୟରେ ଶିଶୁ ମାନଙ୍କ ପାଇଁ ଭୋଜନ ପ୍ରସ୍ତୁତି ସମୟରେ ରନ୍ଧନ…
ଫୋକସ ପ୍ଲସ ୪/୬/୨୨(କୋକସରା): କୋକସରା ବ୍ଲକ ଡହଗାଁ ପଞ୍ଚାୟତ ସାରସ୍ମାଲ ଗ୍ରାମର ବୁଢ଼ାବନ୍ଦ ପୋଖରୀ ପୁନଃଉଦ୍ଧାର କାର୍ଯ୍ୟ ବିନାସୂଚନା ଫଳକରେ ଚାଲିଛି । ଫଳରେ କାର୍ଯ୍ୟ ପ୍ରତି…
ଫୋକସ ପ୍ଲସ ୪/୬/୨୨(ତାଳଚେର): ନସିଂହୋମ୍ ଅଟ୍ଟାଳିକା ଉପରେ ଚଢ଼ାଉ ତାଳଚେର ଆଜି ମୋନାଲିସା ନସିଂହୋମରେ ପୌରପରିଷଦ ଓ ଅନୁଗୋଳ ତାମଡ଼ା ପକ୍ଷରୁ ସଂଘବଦ୍ଧଭାବେ ଆତର୍କିତ ଚଢ଼ାଉ କରାଯାଉଥିବା…