ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ମହିଳାଙ୍କ ହତ୍ୟା ପରେ ଇଣ୍ଟରନେଟ୍ ବନ୍ଦ l
ଓଡିଶାର ମାଲକାନଗିରି ଜିଲ୍ଲାରେ ଜଣେ ଆଦିବାସୀ ମହିଳାଙ୍କ ହତ୍ୟା ଘଟଣା ଦୁଇଟି ଗାଁ ମଧ୍ୟରେ ଉତ୍ତେଜନା ଏବଂ ହିଂସା ସୃଷ୍ଟି କରିଥିଲା। ପ୍ରଶାସନ ଇଣ୍ଟରନେଟ୍ ବନ୍ଦ କରିବାକୁ…
Breaking And Latest News Of Odisha
ଓଡିଶାର ମାଲକାନଗିରି ଜିଲ୍ଲାରେ ଜଣେ ଆଦିବାସୀ ମହିଳାଙ୍କ ହତ୍ୟା ଘଟଣା ଦୁଇଟି ଗାଁ ମଧ୍ୟରେ ଉତ୍ତେଜନା ଏବଂ ହିଂସା ସୃଷ୍ଟି କରିଥିଲା। ପ୍ରଶାସନ ଇଣ୍ଟରନେଟ୍ ବନ୍ଦ କରିବାକୁ…
ଆରମ୍ଭ ହୋଇଛି ସିପିଆଇ-ମାଓବାଦୀ ପ୍ରତିଷ୍ଠା ଦିବସ ସପ୍ତାହ। ଏହି ସପ୍ତାହ ସେପ୍ଟେମ୍ବର ୨୧ ତାରିଖରୁ ସେପ୍ଟେମ୍ବର ଶେଷ ଯାଏ ଚାଲିବ। ଏହି ଦିନରେ ହିଂସାତ୍ମକ କାର୍ଯ୍ୟ କରି…
ବିଶ୍ୱ ଗଣ୍ଡା ଦିବସ। ଗଣ୍ଡା ବଂଶର ସୁରକ୍ଷା ଓ ସଂରକ୍ଷଣ ଲାଗି ୨୦୧୦ ସେପ୍ଟେମ୍ବର ୨୨ ତାରିଖରୁ ଏହି ଦିବସ ସାରା ବିଶ୍ବରେ ପାଳନ କରାଯାଉଛି। ବିଶ୍ୱ…
ଅନୁଗୁଳ : କିଶୋର ନଗର ବ୍ଲକ ଅନ୍ତର୍ଗତ କଦଳୀମୁଣ୍ଡା ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଆଜି ହାତୀ ଉପଦ୍ରବ ଦ୍ୱାରା ବିପୁଳ ପରିମାଣର ଧାନଗଛ ନଷ୍ଟ ହୋଇଛି। ମିଳିଥିବା…
ଅନୁଗୁଳ ଜିଲ୍ଲା, ଅନୁଗୁଳ,କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳରେ ଗତକିଛିଦିନ ହେବ ପନିପରିବା ଦର ଆକାଶ ଛୁଆଁ ହୋଇଛି। ଖାଉଟି ମାନେ ପନିପରିବା କେ.ଜି. ପିଛା ୫୦ ଟଙ୍କାରୁ…
*ଦୀପକ ସାହୁର ପାଦ ଚଟା କୁକୁର ସାମ୍ବାଦିକ ଗୋପାଲ ପ୍ରସାଦ ଅଗ୍ରୱାଲ*ମିଛ ଖବର ଲେଖି ଳୋକଙ୍କୁ ଭ୍ରମିତ କରୁଛି ଗୋପାଲ ପ୍ରସାଦ ଅଗ୍ରୱାଲ*ଗରିବଙ୍କ କଣ୍ଟ୍ରୋଲ ଚାଉଳ ହେର…
ବଜ୍ରାଘାତରେ ୪୦ ଛେଳି ମୃତଗଞ୍ଜାମ ଜଗନ୍ନାଥ ପ୍ରସାଦ ଥାନା ଖଇରଝୋଳା ଗାଁରେ ବଜ୍ରାଘାତବଜ୍ରାଘାତରେ ୪୦ ଛେଳି ମୃତମୃତ ଛେଳି ବଇଁଶୀ ଗୌଡ଼ଙ୍କରସନ୍ଧ୍ୟାରେ ଫେରୁଥିବା ବେଳେ ବଜ୍ରାଘାତରେ ଛେଳି ମୃତ
ଯାଜପୁର ଜିଲ୍ଲା ରାହାଡ଼ପୁର ଅଞ୍ଚଳ ରେ ପଦ୍ମାବତୀ କ୍ରସର ରେ ଓଜନ କଣ୍ଟା ଦାୟିତ୍ଵରେ କାର୍ଯ୍ୟ କରୁଥିବା ଅର୍ଜିତ ଜେନାଙ୍କୁ ମାଡ଼ ମାରି ହତ୍ୟା କରାଯାଇଥିଲା ।…
ଆଜି ସାତ ଦଫା ଦାବି ନେଇ କିଶୋର ନଗର ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ l ଆଜି କିଶୋରନଗର ବ୍ଲକରେ ଜନଶୁଣାଣୀ ଚାଲିଥିବା ବେଳେ ବ୍ଲକ କାର୍ଯ୍ୟାଳୟ…
ବରଗଡ଼ ଆଜି 12 ଘଣ୍ଟିଆ ବନ୍ଦ ପାଳନବନ୍ଦ ପାଳନ ପାଇଁ ଡାକରା ଦେଲା ବରଗଡ଼ ନାଗରିକ କମିଟିଆଜି ସକାଳ 6ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଦୋକାନ ବଜାର…
ଭିଜିଲାନ୍ସ ଜାଲରେ BEO ଅଫିସ ସେକ୍ସନ ଅଫିସର ରଂଜିତ ଷଡ଼ଙ୍ଗୀଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲାଞ୍ଚ ନେବା ବେଳେ ଧରାପଡ଼ିଲେପେନ୍ସନ କରାଇଦେବାକୁ ନେଉଥିଲେ ୧୦ ହଜାର ଟଙ୍କା ଲାଞ୍ଚନବରଙ୍ଗପୁର ଜିଲ୍ଲାର…
ଭବାନୀପାଟଣା: ନର୍ଲା ପେକ୍ସ ଅଧିନ ମାଣ୍ଡେଲ ଉପମଣ୍ଡି ସ୍ଥାନାନ୍ତରକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଶୁକ୍ରବାର ସନ୍ଧ୍ୟାରେ ମାଣ୍ଡେଲ ଅଞ୍ଚଳର ଚାଷୀମାନେ ମାର୍କଣ୍ଡ…