ବନ୍ଦେ ମାତରମ୍’ ଦେଶର ଆତ୍ମାର ମହାମନ୍ତ୍ର, ସରକାର ଏହାକୁ ବିବାଦୀୟ କରି ବଡ଼ ପାପ କରୁଛନ୍ତି

ନୂଆଦିଲ୍ଲୀ ଜାତୀୟ ସଙ୍ଗୀତ “ବନ୍ଦେ ମାତରମ୍” ଉପରେ ସଂସଦରେ ଚାଲିଥିବା ରାଜନୈତିକ ବିତର୍କ ମଧ୍ୟରେ, କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରତିଆକ୍ରମଣ କରିଛନ୍ତି।…

ପୁଣି ସରଗରମ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ

ଗୋଟିଏ ଦିନ ବିରତି ପରେ ପୁଣି ସରଗରମ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ଆଜି ପ୍ରଶ୍ନ କାଳରେ ଗୃହ, ଅର୍ଥ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସାଧାରଣ…

ଆଜିଠାରୁ ବିଧାନସଭା ଶୀତକାଳୀନ ଅଧିବେଶନ

ଆଜିଠାରୁ ବିଧାନସଭା। ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍‌ ୨୯ଟି କାର୍ଯ୍ୟଦିବସ ରହିଛି। ଆଜି ପୂର୍ବାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହୋଇ ଦିବଂଗତ…

ଦଳରେ ଯଦି ବିଭୀଷଣ ଅଛନ୍ତି ତେବେ ରାବଣ କିଏ:ନିରଞ୍ଜନ

ଭୁବନେଶ୍ବର : ପୁଣି ରାଜ୍ୟ କଂଗ୍ରେସର ପୁରୁଣା ଖୋଇ ଆରମ୍ଭ ହୋଇଛି। କିଛିଦିନ ପରେ ଦଳୀୟ କନ୍ଦଳ ଦେଖିବାକୁ ମିଳିଛି। କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ନୂଆପଡ଼ା…

ଶପଥ ନେଇଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ

ଭୁବନେଶ୍ୱର: ନବ ନିର୍ବାଚିତ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଗୁରୁବାର ମଧ୍ୟାହ୍ନରେ ବିଧାୟକ ଭାବେ ଶପଥ ନେଇଛନ୍ତି । ବାଚସ୍ପତି ସୁରମା ପାଢୀ ତାଙ୍କ ଶପଥ ପାଠ…

ଦଶମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର

ଆଜିଠୁ ବିହାରରେ ପୁଣି ନୀତୀଶ ଯୁଗ-ଦଶମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର-ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ-ପାଟନା ଗାନ୍ଧୀ ମୈଦାନରେ…

ମୁଁ ଆଉ ମୋ ପରି ଯୁବପିଢ଼ି ଆଜି ଦିଗହରା: ଏଲିନା ଦାଶ

ନିଜ ଦଳ ବିରୋଧରେ ପୁଣି ବିସ୍ଫୋରଣ କଲେ ଏଲିନା ଦାଶନବୀନ ବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ମିଶିଥିଲିମୁଁ ଆଉ ମୋ ପରି ଯୁବପିଢ଼ି ଆଜି…

ଶପଥ ଗ୍ରହଣ ଉତ୍ସବ ଆଜି

ରାଜନୈତିକ ସ୍ଥିରତାର ଏକ ଅଭୂତପୂର୍ବ ମାଇଲଖୁଣ୍ଟ ସୃଷ୍ଟି କରି ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ଆସନ୍ତାକାଲି ଐତିହାସିକ ଗାନ୍ଧୀ ମଇଦାନରେ ରେକର୍ଡ ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ…

୨୪ ବର୍ଷ ଶାସନ ପରେ ପ୍ରାର୍ଥୀ ପାଇଲେନି, ୧୫୦ କିମି ଦୂରରୁ ପ୍ରାର୍ଥୀ ଆଣିଲେ’:ଅନୀଲ

ସ୍ନେହାଙ୍ଗିନୀ ଛୁରିଆଙ୍କ ଅଭିଯୋଗକୁ ଖଣ୍ଡନ ସହ ସମାଲୋଚନା କଲା ବିଜେପି-ବିଜେଡି ଜନାଦେଶକୁ ଅପମାନିତ କରୁଛି କହିଲେ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ-‘ବିଜେଡି ନୂଆପଡ଼ାବାସୀଙ୍କ ଜନାଦେଶ ଓ ଗଣତନ୍ତ୍ରକୁ…

ହାରିବା କାରଣ କହି ଦୁର୍ବଳତା ଲୁଚାଇବାକୁ ଚେଷ୍ଟା କଲେ ପିସିସି ସଭାପତି ପରାଜୟ ସ୍ବୀକାର କଲେ ଭଲ ହୁଅନ୍ତା:ପୃଥ୍ୱୀରାଜ

ସୂଚନାଯୋଗ୍ୟ, କଂଗ୍ରେସ ପିସିସି ସଭାପତି ଭକ୍ତ ଦାସ ନୂଆପଡ଼ାରେ କଂଗ୍ରେସର ଶୋଚନୀୟ ପରାଜୟକୁ ନେଇ କହିଛନ୍ତି, ସବୁ ଦଳରେ ବିଭୀଷଣ ଅଛନ୍ତି। ଆଉ ଆମ ଦଳ କଂଗ୍ରେସରେ ବି…