କଟକ CDMOର ସିନିୟର୍ ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀ ଗିରଫ

କଟକ CDMOର ସିନିୟର୍ ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀ ଗିରଫ-୧ କୋଟି ୨୪ ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ-ଗତକାଲି ଫାର୍ମ ହାଉସ୍, ଘର…

ସରକାରୀ ଅର୍ଥ ହେରଫେର କରି ଫସି ଗଲେ ବାବୁ

ସରକାରୀ ଅର୍ଥ ହେରଫେର ଅଭିଯୋଗରେ ରେଡ୍୧.୨୪ କୋଟି ଟଙ୍କା ହେରଫେର ଅଭିଯୋଗରେ ରେଡ୍କଟକ ସିଟି ହସ୍ପିଟାଲର ବରିଷ୍ଠ ସହାୟକ କିଶୋର ସାହାଣିକିଶୋରଙ୍କ ୫ଟି ଠିକଣାରେ ଚାଲିଛି ଭିଜିଲାନ୍ସ…

ନାବାଳିକାଙ୍କୁ ବିବାହ କରି ନିର୍ଯାତନା ଘଟଣା,ବାହାର ରାଜ୍ୟରେ ଲୁଚିଥିଲେ କରିତ କର୍ମା ଏସଆଇ!

(ଫୋକସ ପ୍ଲସ ) ଅଭିଯୁକ୍ତ ସବଇନ୍ସପେକ୍ଟର ହେଉଛନ୍ତି ଅମିତ କୁମାର ପାଢୀ। ତାଙ୍କ ଘର ବାଲେଶ୍ବରରେ ହୋଇଥିବା ବେଳେ ସେ ପୁରୀ ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତି |…

ପୂର୍ବ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ବାଂଶଡା ଥାନା ଘଣ୍ଟେଶ୍ଵର ବାଲିପଦା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ପୂର୍ବ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ…

ଯୌନ ନିର୍ଯାତନା ଦେଉଥିଲେ ବାବା, ବାନ୍ଧିଲା ପୁଲିସ।

ଧରାପଡ଼ିଲେ ଯୌନ କେଳେଙ୍କାରୀ ବାବା। ଚର୍ଚ୍ଚାରେ ଢେଙ୍କାନାଳ ଜିଲ୍ଲା ମଠକରଗୋଳା ସ୍ଥିତ ମୁରଲୀ ମନହୋର ନାମ ମଠ। ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଢେଙ୍କାନାଳର…