ସୁନ୍ଦରଗଡ଼: ଯାତ୍ରା ଦେଖା ହେଲା ଶେଷ ଯାତ୍ରା
ଯାତ୍ରା ଦେଖି ଫେରିବା ବେଳେ ଦୁର୍ଘଟଣାଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁବଡ଼ଗାଁ ଭୋଇପାଲି ନିକଟରେ ଦୁର୍ଘଟଣାରାସ୍ତା କଡ଼ ଟ୍ରାକ୍ଟର ପଛରେ ପିଟିଲା ବାଇକବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା
Breaking And Latest News Of Odisha
ଯାତ୍ରା ଦେଖି ଫେରିବା ବେଳେ ଦୁର୍ଘଟଣାଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁବଡ଼ଗାଁ ଭୋଇପାଲି ନିକଟରେ ଦୁର୍ଘଟଣାରାସ୍ତା କଡ଼ ଟ୍ରାକ୍ଟର ପଛରେ ପିଟିଲା ବାଇକବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା
କଟକ: ଦୋଳମୁଣ୍ଡାଇର ଏକ ସୋ’ରୁମ୍ରେ ଅଗ୍ନିକାଣ୍ଡଏକ କପଡ଼ା ଓ ବ୍ୟାଗ୍ ସୋ’ରୁମ୍ରେ ଅଗ୍ନିକାଣ୍ଡଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ, ନିଆଁ ଲିଭା କାର୍ଯ୍ୟ ଜାରି କଟକ: ସୁଟ୍କେସ୍ ସୋ’ରୁମ ସହ…
ଭଦ୍ରକ ୦୧।୦୪ : ପ୍ରବଚନ ବେଳେ ଚାଲିଗଲା ଜୀବନ । ଅଧ୍ୟାପକ ତଥା ରାମଚରିତ ମାନସ ପ୍ରବଚକ ଗୋପାଳ ପ୍ରସାଦ ବେଜଙ୍କର ମୃତ୍ୟୁ ହୋଇଯାଇଛି । ଭଦ୍ରକ…
କୋଇଡ଼ା: କେ.ବଲାଙ୍ଗ ଥାନା ଜାମୁଡିହି ଟୋଲଗେଟ୍ ନିକଟରେ ଦୁର୍ଘଟଣା। ଚା’ ଦୋକାନକୁ ହାଇୱା ମାଡ଼ିଯିବା ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଜଣେ ମହିଳାଙ୍କ ସମେତ ୩ଜଣଙ୍କ…
ଗଞ୍ଜାମ: ବଜ୍ରପାତରେ ଦଶମ ଶ୍ରେଣୀ ଛାତ୍ର ମୃତମୃତକ ହେଲେ ନାରାୟଣପୁରର ରାଜେଶ କୁମାର ଗୌଡ଼ବମକେଇରୁ ନାରାୟଣପୁର ଫେରୁଥିବା ବେଳେ ବଜ୍ରପାତଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ ରାଜେଶ..ଏ…
କରଞ୍ଜିଆ: ବାଇକ୍ ଦୁର୍ଘଟଣାରେ ଯଶୀପୁର ମଠ ମହନ୍ତଙ୍କ ମୃତ୍ୟୁ-ଯଶୀପୁର ମଠର ମହନ୍ତ ସ୍ଵାମୀ ଅଭୟାନନ୍ଦ ସରସ୍ଵତୀଙ୍କ ଦୁଃଖଦ ମୃତ୍ୟୁ-କରଞ୍ଜିଆ ନିକଟ ସାହାରପଡ଼ା ନିକଟରେ 2 ବାଇକ ଧକ୍କାରେ…
ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର-ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀରୁ ମିଳିଲା ମୃତଦେହ-ଛାତ ଉପରେ ଥିବା ଆଜବେଷ୍ଟସ୍ ଘରୁ ମିଳିଲା ଯୁବକଯୁବତୀଙ୍କ ମୃତଦେହ-ପୋଲିସ ପହଞ୍ଚିବା ବେଳକୁ ଘର ଖୋଲାଥିବା…
ବୌଦ୍ଧ (ଫୋକସ ପ୍ଲସ )ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଥାନା ନକୁଆନାଳି ଗ୍ରାମର ଲକି ସ୍ୱାଇଁ ଓ ଲକ୍ଷ୍ମୀପ୍ରସାଦ ଗ୍ରାମର ନିତ୍ୟାନନ୍ଦ ଜଟି ଏକ ବାଇକ ଯୋଗେ…
ପ୍ରକାଶ ଯେ, ଟାଙ୍ଗୀରୁ ଓଆର-୦୫-ଏଏସ-୬୧୨୫ ପିକଅପରେ ପାରାଦୀପ ଗଡ଼ ମଦକାଉଣ୍ଟରର ମଦ ବୋଝେଇହୋଇ ଆସୁଥିଲା l ଏହି ଗାଡ଼ିର କୁଜଙ୍ଗ କୃଷିଫାର୍ମ ନିକଟରେ କିଛି ଯାନ୍ତ୍ରିକ ତ୍ରୁଟି…
ପୁରୀ ଜଗନ୍ନାଥ ଷ୍ଟାଡିୟମ ପାଚେରୀକୁ ବୋମାମାଡ଼
କୋରାପୁଟ ଜୟପୁର ବ୍ରାହ୍ମଣୀ ଗାଁରେ ମର୍ମନ୍ତୁଦ ଦୁର୍ଘଟଣାଅଟୋରେ ଥିଲେ ୧୩ ଯାତ୍ରୀ, ଜଣଙ୍କ ମୃତ୍ୟୁ ଓ ୩ ଗୁରୁତରସମସ୍ତ ଗୁରୁତରଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
ଭୁବନେଶ୍ଵର: ବିଦ୍ୟୁତ୍ ଖୁଣ୍ଟକୁ ପିଟି ଡିଭାଇଡରକୁ ଚଢିଗଲା କାର୍, ଦୁଇ ଗୁରୁତର। ଡମଣା ଛକ ଅଶ୍ଵିନୀ ହସ୍ପିଟାଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର୍ ଗତକାଲି…