କାଉଡିଆଙ୍କ ଉପରେ ମାଡିଗଲା ଦ୍ରୁତଗାମୀ କାର; ଚାଲିଗଲା ୪ ଜୀବନ, ଅନେକ ଆହତ

ମଧ୍ୟପ୍ରଦେଶର ଗ୍ୱାଲିୟରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗ୍ୱାଲିୟରର ଉଟିଲା ଅଞ୍ଚଳ ନିକଟରୁ ପାଣି ଭର୍ତ୍ତି କରି କାଉଡିଆ ଦଳ ଯାଉଥିଲେ। ହେଲେ ବିଳମ୍ବିତ ରାତିରେ, ସେମାନେ…

ଗାଧୋଇବା ବେଳେ ଅଘଟଣ!

ଛେଣ୍ଡିପଦା: ଅନୁଗୁଳ,ଛେଣ୍ତିପଦା ଥାନା ବରପଦା ଗାଁ ହଜାରୀବନ୍ଧରେ ଗାଧୋଇବା ବେଳେ ଅଘଟଣ ଘଟିଛି। ପୁଅ ଆଗରେ ପାଣିରେ ବୁଡ଼ି ବାପାଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ପଞ୍ଚୁ…

ଜଗା ଦର୍ଶନ ପାଇଁ ପୁରୀ ଯାଉଥିଲେ ତିନି ଯୁବତୀ; ଚାପିଦେଲା ଆମ ବସ୍‌

ଜାତୀୟ ରାଜପଥରେ ରାଜ୍ୟ ସରକାରଙ୍କ ବସ୍‌ ପୁଣି ଅଘଟଣ ଘଟାଇଛି। ଭୁବନେଶ୍ବର-ପୁରୀ ୩୧୭ ନମ୍ବର ଜାତୀୟ ରାଜପଥ ଉପରେ ନିୟନ୍ତ୍ରଣ ହରାଇଛି। ବସ୍‌ର ଚାଳକ ଅନିୟନ୍ତ୍ରିତ ହୋଇ…

ବସ ରେ ଥିଲେ ୪୦ରୁ ଅଧିକ ଯାତ୍ରୀ।

ଖୋର୍ଦ୍ଧା NH-16 ପିତାପଲ୍ଲୀ ଛକରେ ଓଲଟିଲା ବସ୍ବସ୍‌ଟି ଭୁବନେଶ୍ୱରରୁ ପୋଲସରା ଯାଉଥିଲାଭାରସାମ୍ୟ ହରାଇ ବସ୍ ଦୁର୍ଘଟଣାଗ୍ରସ୍ତବସ୍‌ରେ ଥିଲେ ୪୦ରୁ ଅଧିକ ଯାତ୍ରୀ, ପହଞ୍ଚିଲା ପୋଲିସ

ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ ବାହାରେ ଦଳାଚକଟା ଘଟଣା ରେ ବେଙ୍ଗାଲୁରୁ ପୋଲିସ ଆକ୍ସନ।

ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ ବାହାରେ ଦଳାଚକଟା ଘଟଣାRCB ମାର୍କେଟିଂ ହେଡ୍‌ ନିଖିଲ ସୋସଲେ ଗିରଫଏୟାରପୋର୍ଟରୁ ଗିରଫ କଲା ବେଙ୍ଗାଲୁରୁ ପୋଲିସମୁମ୍ବାଇ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଗିରଫଅନ୍ୟ…

ରେଢ଼ାଖୋଲ ଥାନା, ପୋଡ଼ାବଲଣ୍ଡା ରେ ସଡ଼କ ଦୁର୍ଘଟଣା।

ରେଢ଼ାଖୋଲ: ଭାରୀଯାନ ସହିତ ମୁହାଁମୁହିଁ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାର ସାମ୍ନା କରିଥିବା ବାଇକ୍‌ ଆରୋହୀ ମହିଳା ଗୁରୁତର ଅଛନ୍ତି। ତାଙ୍କୁ ଡାକ୍ତରଖାନାରେ…

ପିକ୍‌ ଅପ୍‌ ଦୁର୍ଘଟଣା ଗ୍ରସ୍ତ, ୨ମୃତ ଓ ୨୫ ଆହତ

ସୁବର୍ଣ୍ଣପୁର: NH ୫୭ ହରଡ଼ଖୋଲ ଛକରେ ଦୁର୍ଘଟଣାଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ପିକ୍‌ଅପ୍ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ, ୨୫ ଆହତସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିବରଗଡ଼ରୁ…

କଣ୍ଟେନରକୁ ଧକ୍କା ଦେଲା ସ୍କର୍ପିଓ :ଜଣେ ମୃତ,୪ ଗୁରୁତର

BREAKINGNEWSକଣ୍ଟେନରକୁ ଧକ୍କା ଦେଲା ସ୍କର୍ପିଓ :ଜଣେ ମୃତ,୪ ଗୁରୁତର ଯାହା ବର୍ତ୍ତମାନ ସମୟରେ ଏକ ବଡ଼ ଖବର ହସ୍ତଗତ ହୋଇଛି….କଟକ-ସମ୍ବଲପୁର ଜାତୀୟ ରାଜପଥ ୫୫ କିଶୋନନଗର ଥାନା,…

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା

ହସ୍ପିଟାଲ୍‌ରେ ଦୁର୍ଘଟଣା ବୃଦ୍ଧାଙ୍କ ଅକାଳ ମୃତ୍ୟୁଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣାହସ୍ପିଟାଲ୍ ଲିଫ୍ଟରେ ଚାପି ହୋଇ ବୃଦ୍ଧାଙ୍କ ଅକାଳ ମୃତ୍ୟୁଲିଫ୍ଟ ଭିତରେ ଷ୍ଟ୍ରେଚର୍‌ ସହ ଚାପିହୋଇ…

କାର୍-ବାଇକ୍ ମୁହାଁମୁହିଁ ଧକ୍କା, ୨ ବାଇକ୍ ଆରୋହୀଙ୍କର ଘଟଣା ସ୍ଥଳରେ ଉଡିଗଲା ପ୍ରାଣବାୟୁ।

ବୌଦ୍ଧ ୨୩।୪: ବୌଦ୍ଧ ପୁରୁଣାକଟକ ଥାନା ୫୭ ନମ୍ବର ଜାତୀୟ ରାଜପଥ ଦିଗିସିରା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର୍-ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଦୁଇ…