ନିଜେ ଚାଲିଗଲେ ବସ ଚାଳକ, ହେଲେ ବଞ୍ଚାଇଦେଲେ ୨୫ ଜୀବନ

ମାଲକାନଗିରି: ନିଜେ ଚାଲିଗଲେ, ହେଲେ ବଞ୍ଚାଇଦେଲେ ୨୫ ଜୀବନହୃଦଘାତର ଶିକାର ହୋଇ ମଧ୍ୟ ଯାତ୍ରୀଙ୍କ ଜୀବନ ରକ୍ଷା କଲେ ବସ୍‌ ଡ୍ରାଇଭରବସ୍‌ଟି ବିଜୟନଗରମରୁ ମାଲକାନଗିରି ଆସୁଥିବା ବେଳେ…

ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୧୨ ଗୋରୁ ମୃତ

ଭଦ୍ରକ: ଭାରସାମ୍ୟ ହରାଇ ଓଲଟିଲା ଗୋରୁ ବୋଝେଇ ଭ୍ୟାନ୍, ୧୨ ଗୋରୁ ମୃତଗ୍ରାମାଞ୍ଚଳ ଥାନା ଗେଲଟୁଆ ନିକଟରେ ଓଲଟି ପଡ଼ିଲା ପିକ୍ଅପ୍ ଭ୍ୟାନ୍ଗୋ-ମାଫିଆ ଓ ଭ୍ୟାନ୍ ଡ୍ରାଇଭର…

ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଟ୍ରକ୍, ୧୦ରୁ ଉର୍ଦ୍ଧ୍ଵ ଗୁରୁତର

ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଟ୍ରକ୍, ୧୦ରୁ ଉର୍ଦ୍ଧ୍ଵ ଗୁରୁତରବୌଦ୍ଧ ପୁରୁଣାକଟକ ଥାନା ଭୈରବୀ ମନ୍ଦିର ନିକଟରେ ଦୁର୍ଘଟଣାସମସ୍ତ ଗୁରୁତର ଆହତ ପୁରୁଣାକଟକ ମେଡିକାଲରେ ଭର୍ତ୍ତିଦୁର୍ଘଟଣା ଘଟାଇ…

ବିସ୍ପୋରଣ ଆହତଙ୍କ ସହ ମୋଦୀଙ୍କ ବାର୍ତ୍ତାଳାପ

ଦିଲ୍ଲୀ: ଦିଲ୍ଲୀ ବିସ୍ପୋରଣର ଆହାତଙ୍କୁ ଭେଟିଲେ ମୋଦି । ଏଲଏନଜେପିରେ ଆହତ ବ୍ୟକ୍ତିଙ୍କୁ ଭେଟିଛନ୍ତି । ଭୁଟାନରୁ ଫେରି ପ୍ରଥମେ ଏଲଏନଜେପି ହସ୍ପିଟାଲ ଯାଇଛନ୍ତି ପ୍ରଧାନମନ୍ତ୍ରୀ ।…

ସାଲିମାର ଟ୍ରେନ ଧକ୍କାରେ ଦନ୍ତାହାତୀ ମୃତ୍ୟୁ ଘଟଣା

ସାଲିମାର ଟ୍ରେନ ଧକ୍କାରେ ଦନ୍ତାହାତୀ ମୃତ୍ୟୁ ଘଟଣାରେ ଗ୍ରାମବାସୀଙ୍କ ମଧ୍ୟରେ ଦେଖା ଦେଇଛି ତୀବ୍ର ଅସନ୍ତୋଷ, ବନବିଭାଗ ଓ ରେଳ ବିଭାଗ ଦୁହିଁଙ୍କ ଅବହେଳା ଯୋଗୁଁ ନିରୀହ…

ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଦଳାଚକଟା ପଛର କାରଣ କଣ?

ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଦଳାଚକଟାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପ୍ରତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସମବେଦନା ପ୍ରକାଶ କରିଛନ୍ତି ଏବଂ ଏହି ମାମଲାରେ…

ଘଟଣାସ୍ଥଳରେ ଡ୍ରାଇଭର୍ ଓ ହେଲପର୍‌ଙ୍କ ମୃତ୍ୟୁ, ୯ ଯାତ୍ରୀ ଗୁରୁତର

ଜଳେଶ୍ୱର:60 ଜାତୀୟ ରାଜପଥ ଜଳେଶ୍ୱର ଲଷ୍ମଣ ନାଥ ଟୁଲ ଗେଟ ପାଖରେ ଭୟଙ୍କର ବସ ଦୁର୍ଘଟଣା 2ମୃତ 10ଗୁରୁତର, ଢେଙ୍କାନାଳ ରୁ କଲିକତା ଅଭିମୁଖେ ଯାଉଥିବା ଡିଲଫିନ…

ଅଭିନେତା ବିଜୟଙ୍କ ପାର୍ଟି ରାଲିରେ ହୋଇଥିବା ଦଳଚକଟାରେ ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି

ତାମିଲନାଡୁ: ତାମିଲନାଡୁରେ ଟିଭିକେ ମୁଖ୍ୟ ତଥା ତାମିଲ ଅଭିନେତା ବିଜୟଙ୍କ ନିର୍ବାଚନୀ ରାଲିରେ ଶନିବାର ରାତିରେ ହୋଇଥିବା ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି ।…

ସ୍କୁବା ଡାଇଭିଂ କରୁଥିବା ବେଳେ ଅଚାନକ ଚାଲିଗଲା ଜୀବନ

ସ୍କୁବା ଡାଇଭିଂ କରୁଥିବା ସମୟରେ ଦୁର୍ଘଟଣା ଘଟି ଆସାମାର ଲୋକପ୍ରିୟ ଗାୟକ ଜୁବିନ୍ ଗର୍ଗଙ୍କ ମୃତ୍ୟୁ ହୋଇଛି । ସିଙ୍ଗାପୁରରେ ସ୍କୁବା ଡ୍ରାଇଭିଂ କରୁଥିଲେ ଆଉ ଅଚାନକ…