ଓଡ଼ିଶା ନିଯୁକ୍ତି ପରୀକ୍ଷା ଫିସ ପ୍ରଦାନ ଓ ଫେରସ୍ତ ନିୟମାବଳୀ 2025କୁ ମିଳିଲା ମଞ୍ଜୁରୀ ।
ଏଣିକି କେବଳ SC/ST ଓ ଭିନ୍ନକ୍ଷମ ଆଶାୟୀଙ୍କୁ ପରୀକ୍ଷା ଫିସ୍ ଛାଡ଼ ।
ଅନ୍ୟ ସମସ୍ତ ଆଶାୟୀ ପ୍ରାର୍ଥୀ ଦେବେ ନିଯୁକ୍ତି ପରୀକ୍ଷା ଫିସ୍ ।
ନିଯୁକ୍ତି ପରୀକ୍ଷା ଦେଲେ ପ୍ରାର୍ଥୀଙ୍କୁ ଫେରସ୍ତ ହେବ ପରୀକ୍ଷା ଫିସ୍ ।
ଆବେଦନ କରି ପରୀକ୍ଷା ନଦେଲେ ଫିସ୍ ଫେରସ୍ତ ହେବନି ।
ନିଯୁକ୍ତି ପରୀକ୍ଷା ପାଇଁ ଆବେଦନକାରୀ ଦେଉଥିବା ଫି’ ନିଯୁକ୍ତି ପ୍ରକ୍ରିୟା ବେଳେ ଫେରିପାଇବେ ପରୀକ୍ଷାର୍ଥୀ ।
କିନ୍ତୁ ଅନୁସୂଚିତ ଜାତି ଓ ଜନଜାତି ଏବଂ ଭିନ୍ନକ୍ଷମ ବର୍ଗଙ୍କୁ ଦେବାକୁ ପଡ଼ିବନି କୌଣସି ଦେୟ ।
ନିଯୁକ୍ତି ପରୀକ୍ଷାର ଫି’ ଫେରିପାଇବେ ପରୀକ୍ଷାର୍ଥୀ
