ରାଜନୀତିରାଜ୍ୟ ଆଜି କ୍ୟାବିନେଟ୍ ବୈଠକ Sukanta NayakSeptember 10, 2025September 10, 2025 ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟ୍ ଗୁରୁତ୍ୱପୂର୍ଣ୍ଣ ବୈଠକ।ଅପରାହ୍ନ ୫ଟାରେ ଲୋକସଭା ଭବନ ସମ୍ମିଳନୀ କକ୍ଷରେ ବୈଠକ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ।ବିଭିନ୍ନ ବିଭାଗରେ ୫ରୁ ଅଧିକ ପ୍ରସ୍ତାବ ଆସିପାରେ।ମୁଖ୍ୟତଃ ରାଜସ୍ୱ, ପୂର୍ତ୍ତ, ଜଳ ସମ୍ପଦ ବିଭାଗର ପ୍ରସ୍ତାବ ଅଛି।
ଶଙ୍ଖ ଛାଡି ପଦ୍ମ ଶିବିରରେ ମମତା ପଦ୍ମ ଧରିଲେ ମମତା ମହାନ୍ତ । ଆଜି ଦିଲ୍ଲୀରେ ବିଜେପିର କାର୍ଯ୍ୟାଳୟରେ ସମ୍ପାଦକ ଅରୁଣ ସିଂହ ଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ବିଜେପି ରେ ସାମିଲ ହୋଇଛନ୍ତି…
ବିଜୟ ଅଭିମୁଖେ ଅଗ୍ରସର ଋଷି ସୁନକ ଫୋକସ ପ୍ଲସ (ବ୍ୟୁରୋ)୨୦/୦୭/୨୦୨୨:ବ୍ରିଟେନ୍ରେ ରାଜ କରିବେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ। ଚଥୁର୍ତ ରାଉଣ୍ଡ ସୁଦ୍ଧା ସୁନକ ୧୧୮ ଭୋଟ୍ ପାଇ ବିଜୟ ଅଭିମୁଖେ ଅଗ୍ରସର ହୋଇଛନ୍ତି।…
ଗୋଚର ଜମିରେ ସରକାରୀ ପ୍ରକଳ୍ପ ନିର୍ମାଣ ପାଇଁ ଜମି ଚି଼ହ୍ନଟ ପକ୍ରିୟାକୁ ଅତିରଞ୍ଜିତ୍ କରୁଛନ୍ତି ସରପଞ୍ଚ,ସରପଞ୍ଚଙ୍କ ଗୁହାରିକୁ ଖଣ୍ଡନ କଲେ ଉପଜିଲ୍ଲାପାଳ ଓ ତହସିଲଦାର । କେନ୍ଦୁଝର ୨୧/୦୨/୨୦୨୪: ମିଛୁଆ ସରପଞ୍ଚଙ୍କ ରାଧୁଆ କାହାଣୀକୁ ନେଇ ଏବେ ଚାରି ଆଡେ଼ ଚର୍ଚ୍ଚା।ଲୋକଙ୍କ ଆଗରେ ନିଜର ସମାଜ ସେବା ଓ ସାଧୁତାର ପରିଚୟ ଦେଇ ଏହି…