କଟକ: ଦୋଳମୁଣ୍ଡାଇର ଏକ ସୋ’ରୁମ୍ରେ ଅଗ୍ନିକାଣ୍ଡ
ଏକ କପଡ଼ା ଓ ବ୍ୟାଗ୍ ସୋ’ରୁମ୍ରେ ଅଗ୍ନିକାଣ୍ଡ
ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ, ନିଆଁ ଲିଭା କାର୍ଯ୍ୟ ଜାରି
କଟକ: ସୁଟ୍କେସ୍ ସୋ’ରୁମ ସହ କପଡ଼ା ଗୋଦାମରେ ନିଆଁ
-ଦୋଳମୁଣ୍ଡାଇରେ ଥିବା ସୋ’ରୁମ୍ ସହ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ
-ପ୍ରଥମ ଓ ଦ୍ବିତୀୟ ମହଲାରେ ଲାଗିଛି ନିଆଁ, କାରଣ ଜଣାପଡ଼ି ନାହିଁ
-ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀର ଉଦ୍ୟମ