Breaking newsଅପରାଧ Breaking news:ଯୁବତୀଙ୍କୁ ଛୁରା ମାଡ଼! Sukanta NayakJanuary 6, 2025 କଟକ ମାଣିକ ଘୋଷ ବଜାରରେ ଛାତ୍ରୀଙ୍କୁ ଛୁରାମାଡ଼ରାସ୍ତା କଡ଼ରେ ଛିଡା ହୋଇଥିବା ବେଳେ ଛୁରାମାଡ଼ କରି ଯୁବକ ଫେରାରଗୁରୁତର ଛାତ୍ରୀ କଡ଼କ ବଡ଼ ମେଡିକାଲକୁ ସ୍ଥାନାନ୍ତରିତଆକ୍ରମଣର କାରଣ ଅସ୍ପଷ୍ଟ, ପୁରୀଘାଟ ପୋଲିସର ତଦନ୍ତ ଜାରି
ନାଲି ଆଖି ଦେଖାଇଲାଣି ଟମାଟୋ, ଲେମ୍ବୁ ପରେ ଟମାଟୋ ଦର ବୃଦ୍ଧି;ଅସ୍ତରଙ୍ଗ ରେ ଗ୍ରାହକ ଅସନ୍ତୁଷ୍ଟ ଫୋକସ ପ୍ଲସ 7/5/22 (ପୁରୀ):ଲେମ୍ବୁ ପରେ ଟମାଟୋ ବଜାର ଚଢ଼ା ଦର ରେ ଅତିଷ୍ଟ ହୋଇପଡିଲେଣି ଗ୍ରାହକ. ଲେମ୍ବୁ ପରେ ହଟାତ ଟମାଟୋ ଦର ଆକାଶ ଛୁଆଁ.…
ବିଶ୍ୱକପ ମ୍ୟାଚ ପାଇଁ ଚାଲିବ ସ୍ଵତନ୍ତ୍ର ଟ୍ରେନ ନୂଆଦିଲ୍ଲୀ: ଅହମଦାବାଦରେ ‘ଆଇସିସି ବିଶ୍ବକପ୍ ୨୦୨୩’ ଫାଇନାଲ୍ ଖେଳ ଦେଖି ଯିବା ପାଇଁ ଯାତ୍ରୀସଂଖ୍ୟା ବୃଦ୍ଧି ପାଉଥିବାରୁ ଭାରତୀୟ ରେଳବାଇ ସ୍ବତନ୍ତ୍ର ରେଳ ସେବା ଯୋଗାଇ ଦେବ…
କାର୍ଯ୍ୟ ର ମାନକୁ ଦେଖୁନାହିଁ ବିଭାଗ I ମାନମାନି ରେ ହେଉଛି କାର୍ଯ୍ୟ। ଠିକା ସଂସ୍ଥା ଆଉ ଠିକା ଦାର ଚଳାଇଛନ୍ତି ମନଇଚ୍ଛା କାର୍ଯ୍ୟ। ବିଭାଗୀୟ ଅଧିକାରୀ ବସିଛନ୍ତି ଅଚିନ୍ତା ରେ। ଏ ଦୁର୍ସ୍ୟ କୁ…