ବିଗବସ ୧୯କୁ ମିଳିଲା ଭଲ ଟିଆରପି

ଟିଭିର ଲୋକପ୍ରିୟ ତଥା ବିବାଦୀୟ ରିଆଲିଟି ଶୋ ‘ବିଗ୍ ବସ୍ ୧୯’ରେ ପ୍ରତିଦିନ ଟ୍ୱିଷ୍ଟ ଏବଂ ଝଗଡା ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଶୋ’ କୁ ନେଇ ଜରୁରୀ ସୂଚନା ସାମ୍ନାକୁ ଆସିଛି। ପୂର୍ବରୁ କୁହାଯାଉଥିଲା କି, ଏହି ସିଜନକୁ ୪ ସପ୍ତାହ ପାଇଁ ଆଗକୁ ବଢାଯାଇପାରେ । କିନ୍ତୁ ଏହାକୁ ଆଉ ଆଗକୁ ବଢାଯାଇପାରିବ ନାହିଁ ବୋଲି ମେର୍କସ ସୂଚନା ଦେଇଛନ୍ତି । ଗ୍ରାଣ୍ଡ ଫିନାଲେ ପାଇଁ ମେର୍କସ ତାରିଖ ଧାର୍ଯ୍ୟ କରିସାରିଲେଣି । ଖବର ମୁତାବକ, ବିଗବସ ୧୯ ଗ୍ରାଣ୍ଡ ଫିନାଲେ ଆସନ୍ତା ଡିସେମ୍ବର ୭ ତାରିଖରେ ହେବାକୁ ଯାଉଛି । ଶୋ ୧୫ ସପ୍ତାହ ସିଡ୍ୟୁଲରେ ଶେଷ ହେବ ।

Leave a Reply

Your email address will not be published. Required fields are marked *