BIG STORY : କିଛି ପୁଲିସ ର ଛାଡ଼ିନି ବିଜେଡି ସରକାର ନିଶା!

ଫୋକସ ପ୍ଲସ ସାମ୍ବାଦିକଙ୍କ ଘରେ ପୁଲିସ, ବଡ଼ ବୟାନ ଦେଲେ ଅବକାରୀ ମନ୍ତ୍ରୀ
ରାତି ଅଧରେ ସାମ୍ବାଦିକ ରଞ୍ଜନ ମହାନ୍ତିଙ୍କ ଘରକୁ ଯାଇଥିଲା ପୁଲିସ
ଘଟଣାରେ ବିସ୍ଫୋରକ ବୟାନ ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ଖବର ପ୍ରସାରଣ ପାଇଁ ଯିଏ ବି ରିପୋର୍ଟରଙ୍କ ଉପରକୁ ଆକ୍ରମଣ କରିବ ଆକ୍ସନ ହେବ
ଯେଉଁ ପୁଲିସ ଅଧିକାରୀମାନେ ଯାଇଛନ୍ତି, କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ
ଦୀପକ ସାହୁର ମଦ ଦୁନିଆକୁ ଲୋକଲୋଚନକୁ ଆଣିଥିଲେ ରଞ୍ଜନ ମହାନ୍ତି

Leave a Reply

Your email address will not be published. Required fields are marked *