ବିଶ୍ବକପ୍‌ ଫାଇନାଲ ପୂର୍ବରୁ @BCCI ର ବଡ଼ ଘୋଷଣା

ବିଶ୍ବକପ୍‌ ଫାଇନାଲ ପୂର୍ବରୁ @BCCI ର ବଡ଼ ଘୋଷଣା
ଚାମ୍ପିଅନ ହେଲେ ମହିଳା ଦଳକୁ ମିଳିବ ୧୨୫କୋଟି ଟଙ୍କା
ସେମିରେ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲକୁ ଯାଇଛି ଭାରତ
ଦକ୍ଷିଣ ଆଫ୍ରିକା ସହ ମୁହାଁମୁହିଁ ହେବ ଭାରତୀୟ ମହିଳା ଟିମ୍‌
ଆସନ୍ତାକାଲି ଅପରାହ୍‌ଣ ୩ଟାରୁ ଖେଳାଯିବ ଫାଇନାଲ ମ୍ୟାଚ୍‌

Leave a Reply

Your email address will not be published. Required fields are marked *