ବଜ୍ରାଘାତରେ ୪୦ ଛେଳି ମୃତ, ମୁଣ୍ଡରେ ହାତଦେଇ ବସିଛି ଛେଳି ଚାଷୀ।

ବଜ୍ରାଘାତରେ ୪୦ ଛେଳି ମୃତଗଞ୍ଜାମ ଜଗନ୍ନାଥ ପ୍ରସାଦ ଥାନା ଖଇରଝୋଳା ଗାଁରେ ବଜ୍ରାଘାତବଜ୍ରାଘାତରେ ୪୦ ଛେଳି ମୃତମୃତ ଛେଳି ବଇଁଶୀ ଗୌଡ଼ଙ୍କରସନ୍ଧ୍ୟାରେ ଫେରୁଥିବା ବେଳେ ବଜ୍ରାଘାତରେ ଛେଳି ମୃତ

ସୁଧୁରୁ ନାହାନ୍ତି ନାଣ୍ଡୁ!ଆସୁଛି ଅଭିଯୋଗ ପରେ ଅଭିଯୋଗ।

ବଢ଼ିଲା ଯାତ୍ରା ମାଲିକ ନାଣ୍ଡୁଙ୍କ ପାଇଁ ଅଡ଼ୁଆଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁଙ୍କ ନାଁରେ ଏତଲାଲିଙ୍ଗରାଜ ଥାନାରେ ଏତଲା ଦେଲେ ଅଭିନେତ୍ରୀ ପୂଜାଯାତ୍ରାରେ ସୁଯୋଗ ଦେବା କହି…

ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ ହେଲେ ୬ ଲକ୍ଷ ନୁହଁ ଏଣିକି ମିଳିବ ୧୦ ଲକ୍ଷ

ବନ୍ୟଜନ୍ତୁ ଆକ୍ରମଣ ଜନିତ ମୃତ୍ୟୁକାଳୀନ ସହାୟତା ରାଶି ବୃଦ୍ଧି6 ଲକ୍ଷରୁ 10 ଲକ୍ଷ ଟଙ୍କାକୁ ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀବାସଗୃହ କ୍ଷତିଗ୍ରସ୍ତ ହେଲେ ଅନ୍ତ୍ୟୋଦୟ ଗୃହଯୋଜନାରେ…

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଚରମବାଣୀ

ଏବେ ବି ସମୟ ଅଛି, ସତର୍କ ହୁଅ: ମନ୍ତ୍ରୀ‘ଦୁର୍ନୀତିର ମୂଳପୋଛ ପାଇଁ ଅଭିଯାନ ଆରମ୍ଭ ହୋଇଛି’ଲାଞ୍ଚ ନେଇ କେହି ବି ବର୍ତ୍ତି ପାରିବେନି:ସୁରେଶଦୁର୍ନୀତି ଯିଏ କରିବ ସିଏ…

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

କଟକ: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତବାରଙ୍ଗ ଷଣ୍ଢପୁର ନିକଟରେ ଗାଡ଼ି ଦୁର୍ଘଟଣାଗ୍ରସ୍ତରାସ୍ତାରେ ଏକ ଟ୍ରକ୍‌ ସହ ଧକ୍କା ହେବା ପରେ ଦୁର୍ଘଟଣାଦୁର୍ଘଟଣାରେ କାହାରି କୌଣସି…

ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ ବାହାରେ ଦଳାଚକଟା ଘଟଣା ରେ ବେଙ୍ଗାଲୁରୁ ପୋଲିସ ଆକ୍ସନ।

ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ ବାହାରେ ଦଳାଚକଟା ଘଟଣାRCB ମାର୍କେଟିଂ ହେଡ୍‌ ନିଖିଲ ସୋସଲେ ଗିରଫଏୟାରପୋର୍ଟରୁ ଗିରଫ କଲା ବେଙ୍ଗାଲୁରୁ ପୋଲିସମୁମ୍ବାଇ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଗିରଫଅନ୍ୟ…

ବଦଳିଲେ ଭଦ୍ରକ ଏସପି।

ଭଦ୍ରକ ଏସ୍‌ପି ଏମ୍‌. ସନ୍ଦୀପ ସମ୍ପତଙ୍କୁ ବଦଳିନବରଙ୍ଗପୁର ଏସ୍‌ପି ଭାବେ ଏମ୍‌. ସନ୍ଦୀପ ସମ୍ପତଙ୍କୁ ବଦଳିଭଦ୍ରକ ନୂଆ ଏସ୍‌ପି ହେଲେ ମନୋଜ କୁମାର ରାଉତକେନ୍ଦୁଝର ଅତିରିକ୍ତ ଏସ୍‌ପି…

ମହୁଆଙ୍କୁ ଜୀବନସାଥୀ କଲେ ବିଜେଡିର ଭେଟେରାନ ନେତା ତଥା ପୂର୍ବତନ ବିଜେଡି ସାଂସଦ ପିନାକୀ ମିଶ୍ର ।

ପୁରୀ: ଟିଏମସି ସାଂସଦ ମହୁଆ ମୋଇତ୍ରା ଏବଂ ପିନାକୀ ମିଶ୍ରଙ୍କ ମଧ୍ୟରେ ବିବାହ ଚର୍ଚ୍ଚା । ଜାତୀୟ ଗଣମାଧ୍ୟମ ଏବଂ ପିଟିଆଇ ରିପୋର୍ଟ ମୁତାବକ ବାହାଘର ସରିଥିବା ସୂଚନା…

କୋରାପୁଟ ସହିଦ ଲକ୍ଷଣ ନାୟକ ମେଡିକାଲରେ ୬ଜଣ ରୋଗୀଙ୍କ ମୃତ୍ୟୁ ଘଟଣାରେ ସମୀକ୍ଷା କରୁଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ । 

ଆଜି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ଅଧିକାରୀମାନେ ମେଡିକାଲରେ ପହଞ୍ଚି ସମୀକ୍ଷା କରୁଛନ୍ତି । କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାର ସମୀକ୍ଷା କରାଯାଉଛି । ମେଡିକାଲର…

ଆଜି ବ୍ରହ୍ମପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଆଜି ବ୍ରହ୍ମପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀଛତ୍ରପୁରରେ ୫ଟି ଶିଳ୍ପ ଅନୁଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ କରିବେରମ୍ଭାରେ ୪୧ଟି ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ଲୋକାର୍ପଣ କରିବେଲାଞ୍ଜିପଲ୍ଲୀରେ ତାରା ଦେବୀ ମା’ଙ୍କ ଯାତ୍ରା…