ମାଓବାଦୀ ପ୍ରତିଷ୍ଠା ଦିବସ

ଆରମ୍ଭ ହୋଇଛି ସିପିଆଇ-ମାଓବାଦୀ ପ୍ରତିଷ୍ଠା ଦିବସ ସପ୍ତାହ। ଏହି ସପ୍ତାହ ସେପ୍ଟେମ୍ବର ୨୧ ତାରିଖରୁ ସେପ୍ଟେମ୍ବର ଶେଷ ଯାଏ ଚାଲିବ। ଏହି ଦିନରେ ହିଂସାତ୍ମକ କାର୍ଯ୍ୟ କରି…

କାଲି ରତ୍ନଭଣ୍ଡାର ସ୍ଥାନାନ୍ତର: କାଲି ଦିନ ୧୦ଟାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ରତ୍ନଭଣ୍ଡାର ସ୍ଥାନାନ୍ତର ପାଇଁ ଶ୍ରୀମନ୍ଦିରରେ ଆସନ୍ତାକାଲି ଦିନ ୧୦ଟାରୁ ବନ୍ଦ ରହିବ ସାଧାରଣ ଦର୍ଶନ । ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ…

ଆଜି ଚତୁର୍ଥ ଦିନ ସରଗରମ ରହିପାରେ ବିଧାନସଭା ଗୃହ

ବିଧାନସଭା ମୌସୁମୀ ଅଧିବେଶନ । ଆଜି ଚତୁର୍ଥ ଦିନ ସରଗରମ ରହିପାରେ ବିଧାନସଭା। ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିବ କି ନାହିଁ ତାହାକୁ ନେଇ ସନ୍ଦେହ…

ଅଭିଭାବକମାନେ ପିଲାଙ୍କ ରୁଚି ପ୍ରତି ଧ୍ୟାନଦିଅନ୍ତୁ

ପ୍ରତେକ ଅଭିଭାବକ ମାନଙ୍କୁ ଅନୁରୋଧ ଯେ ଆପଣଙ୍କ ସନ୍ତାନମାନେ ଯେଉଁ କ୍ଷେତ୍ରକୁ ଯିବାକୁ ଇଚ୍ଛା କରୁଛନ୍ତି ତାଙ୍କୁ ସେହି କ୍ଷେତ୍ରରେ ଯିବା ପାଇଁ ଅନୁମତି ଦିଅନ୍ତୁ ।…

କୋରିୟ ଡ୍ରାମାରେ ପ୍ରଭାବିତ ଯୁବକଯୁବତୀ

ଏବେ କେ-ଡ୍ରାମା ସାରା ବିଶ୍ୱରେ ନୂଆଧାରା ସୃଷ୍ଟି କରିଛି। ଦକ୍ଷିଣକୋରିଆରେ ଏହି ଡ୍ରାମା ଅନ୍ୟଦେଶର ଡ୍ରାମା ବା ଧାରାବାହିକଠାରୁ ସ୍ୱତନ୍ତ୍ର ମନେହୁଏ । ଯେମିତିକି ଏହାର କାହାଣୀ…

ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉତ୍ତର ।

ରାଜ୍ୟରେ ୯୮୭୭ ଶିଶୁ ପୁଷ୍ଟିହୀନତାର ଶିକାର। ମୟୂରଭଞ୍ଜ ଜିଲ୍ଲାରେ ଉତ୍କଟ ସ୍ଥିତି। ଜିଲ୍ଲାରେ ସର୍ବାଧିକ ୧୦୭୫ ଶିଶୁ  ପୁଷ୍ଟିହୀନତାର ଶିକାର ହୋଇଛନ୍ତି। ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ…