ପାଉରୁଟି ବେପାରୀର ଜଘନ୍ୟ କାଣ୍ଡ! ୯ ବର୍ଷ ର ଦିବ୍ୟାଙ୍ଗ ନାବାଳିକା କୁ ଦୁଷ୍କର୍ମ କଲା!

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସଦର ଥାନା ଅଞ୍ଚଳ ରେ ୯ ବର୍ଷ ର ଦିବ୍ୟାଙ୍ଗ ନାବାଳିକା କୁ ଦୁଷ୍କର୍ମ ଅଭିଯୋଗ। ଅଭିଯୁକ୍ତ ପାଉଁରୁଟି ବେପାରିକୁ ଗିରଫ କରିଛି ପୋଲିସ । ଗୁରୁତର ନାବାଳିକା ମେଡିକାଲ ରେ ଭର୍ତ୍ତି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *