ଆସନ୍ତା 21ରେ ବଡ଼ ଲଘୁଚାପ ।
ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିକୁ ନେଇ ରହିଛି ସମ୍ଭାବନା।
ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଲଘୁଚାପ।
48 ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଅବପାତ ରୂପନେବ।
ଲଘୁଚାପ ପ୍ରଭାବରେ ଓଡ଼ିଶାକୁ ରହିଛି ବାତ୍ୟାର ଭୟ ।
ଏହାର ପ୍ରଭାବରେ ରାଜ୍ୟରେ ହୋଇପାରେ ପ୍ରବଳ ବର୍ଷାର ସମ୍ଭାବନା ।
ଏନେଇ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ସତର୍କ ସୂଚନା।
ଆସୁଛି ବଡ଼ ବାତ୍ୟା ଓଡ଼ିଶାରେ ହେବ ମାଡ଼
