Breaking newsଅପରାଧଦେଶ ବିଦେଶମୁଖ୍ୟ ଖବରରାଜ୍ୟ ଜାମ୍ମୁ ଓ କାଶ୍ମୀର: ସୁରକ୍ଷାକର୍ମୀଙ୍କ ଗୁଳିରେ ୪ଆତଙ୍କବାଦୀନିପାତ thefocusplusMarch 12, 2022 ପୁଲୱାମାରେ ଜୈଶର ୨ ଆତଙ୍କବାଦୀ ମୃତ ଗାନ୍ଦରୱାଲାରେ ଲସ୍କରର ଜଣେ ଆତଙ୍କବାଦୀ ମୃତ । ହନ୍ଦୱାଡ଼ାରେ ମଧ୍ୟ ଲସ୍କରର ଆଉ ଜଣେ ଆତଙ୍କବାଦୀ ମୃତ । ୨ ଆତଙ୍କାବଦୀଙ୍କୁ କାବୁ କରାଯାଇଥିବା କାଶ୍ମୀର IGP ବିଜୟ କୁମାରଙ୍କ ସୂଚନା.
ଲାଞ୍ଚ ନେଉଥିଲେ ସେକ୍ସନ ଅଫିସର,ମାଡ଼ିବସିଲା ଭିଜିଲାନ୍ସ! ଭିଜିଲାନ୍ସ ଜାଲରେ BEO ଅଫିସ ସେକ୍ସନ ଅଫିସର ରଂଜିତ ଷଡ଼ଙ୍ଗୀଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲାଞ୍ଚ ନେବା ବେଳେ ଧରାପଡ଼ିଲେପେନ୍ସନ କରାଇଦେବାକୁ ନେଉଥିଲେ ୧୦ ହଜାର ଟଙ୍କା ଲାଞ୍ଚନବରଙ୍ଗପୁର ଜିଲ୍ଲାର…
ଖାଦ୍ୟ ଖାଇବାର ସଠିକ ସମୟ ଫୋକସ ପ୍ଲସ 2/5/23(ବ୍ୟୁରୋ): ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁଯାୟୀ, ଭୋଜନ କରିବା ପରେ ଶରୀର ଯେତେ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବ, ତାହା ସ୍ୱାସ୍ଥ୍ୟ ପାଇଁ ଉପକାରୀ। ମାତ୍ର…
ମା ଗ୍ରାମଦେବତୀଙ୍କ ମନ୍ଦିର ପ୍ରତିଷ୍ଠା ସହ ବିଶ୍ଵଶାନ୍ତି ମହାଯଂଜ୍ଞ | ଫୋକସ ପ୍ଲସ 6/5/22(ଗଞ୍ଜାମ):ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ କୁମାରପାଣି ଗ୍ରାମରେ ମା ଗ୍ରାମ ଦେବତୀ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ |ଦୀର୍ଘ ଦୁଇ ବର୍ଷର କୋଭିଡ…