Breaking newsଅପରାଧମୁଖ୍ୟ ଖବର ରକ୍ତ ଦେବା ପାଇଁ ଲାଞ୍ଚ thefocusplusFebruary 7, 2022 ନେଲା ବେଳେ ଧରାପଡ଼ିଲେ ଲ୍ୟାବ୍ ଟେକ୍ନିସିଆନ, କଟକ ଏସସିବି ମେଡିକାଲ ରକ୍ତଭଣ୍ଡାର ଟେକ୍ନିସିଆନ କିଶୋର ଚନ୍ଦ୍ର ସ୍ୱାଇଁ, ୨ ବୋତଲ ରକ୍ତ ଦେବାକୁ ଜଣେ ରୋଗୀଙ୍କ ସଂପର୍କୀୟଠାରୁ ଲାଞ୍ଚ ନେଉଥିଲେ, ଧରାପଡ଼ିବା ପରେ କିଶୋରଙ୍କ ଚାନ୍ଦିନୀଚୌକ ଓ ଗୋବିନ୍ଦପୁର ଘରେ ରେଡ୍.
ପାଣି ଭାରୁଆ ଦତ୍ତ ହରି ସ୍ୱାଇଁ ଙ୍କ ଦୁଖୀ ଜୀବନ । ପ୍ରତ୍ୟେକ ସକାଳ 8.30 ସମୟରେ ଜଣେ ବୟସ୍କ ବୃଦ୍ଧ ବ୍ୟକ୍ତି ସାଇକେଲ ସାହାଯ୍ୟରେ ବାହାରିଯାଆନ୍ତି ନିଜ କର୍ମକ୍ଷେତ୍ର କୁ |ସେ କୌଣସି ସରକାରୀ କିମ୍ବା ବେସରକାରୀ ଚାକିରୀ…
ଜୁଡ଼ାଏ ପୁଅ ଥିବାପରେ ବି ମା ହେଉଛି ହନ୍ତଶତ ଫୋକସ ପ୍ଲସ 19/10/22( ବାଲିଆପାଳ ): ଦୁଇଟି ଭେଣ୍ଡିଆ ପୁଅ, ବୋହୁ, ନାତି ଓ ନାତୁଣୀ ଥିବାସ୍ଥଳେ 75 ବର୍ଷ ର ବୁଢ଼ୀ ମାଉସୀ ଏବେ କେବିନରେ…
ଦିବ୍ୟାଙ୍ଗ ପରିବାରକୁ ମିଳିଲା ସାହାଯ୍ୟର ହାତ ଫୋକସ ପ୍ଲସ 13/11/22(ବାଲିଆପାଳ): ଅନ୍ତେଷ୍ଟି କ୍ରିୟା ପାଇଁ ଗରିବ ବିକଳାଙ୍ଗ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲେ ଧୂଖୀ ଗରିବ ଲୋକଙ୍କ ପାଇଁ ସାହାଯ୍ୟ ର ବନ୍ଧୁ ମେ…