Breaking newsଅପରାଧ ୨୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ କଟକ ଜିଲ୍ଲା ନରସିଂହପୁର ଥାନା IIC ଅଲେଖ କୁମାର ଗରଡ଼ିଆ thefocusplusFebruary 7, 2022 , ଏକ ମାମଲାର ରଫାଦଫା ପାଇଁ ଲାଞ୍ଚ ନେବା ବେଳେ ଧରାପଡ଼ିଲେ, IICଙ୍କ ଥାନା ଅଫିସ୍, ସରକାରୀ ବାସଭବନ ଓ ଯୁଯୁମରା ଘରେ ଭିଜିଲାନ୍ସ ରେଡ.
ଜୀବତଙ୍କ ନାମରେ ହରିଶ୍ଚନ୍ଦ୍ର ଯୋଜନାରେ ହରିଲୁଟ ଫୋକସ ପ୍ଲସ 30/10/22(ହାଟଡିହି): ଲୁଟ, ହରିଲୁଟ, ମହାଲୁଟ I ଜୀବିତ ଲୋକଙ୍କ ନାମରେ ହରିଶ୍ଚନ୍ଦ୍ର ଯୋଜନାରେ ହରିଲୁଟ I ମୃତବ୍ୟକ୍ତିଙ୍କ ଶବଦାହ ପାଇଁ ଆସୁଥିବା ଟଙ୍କାଙ୍କୁ ମଧ୍ୟ…
ଢାବା ମାଲିକଙ୍କୁ ଗୁଳିକରି ଚମ୍ପଟ ‘ ମାରୁଥିଲେ,ପୋଲିସର ୨ ଡକାୟତଙ୍କୁ ଏନକାଉଣ୍ଟର ରାଉରକେଲାରେ ଡବଲ ଏନକାଉଣ୍ଟରଦୁଇ ଅପରାଧୀକୁ ରାଉରକେଲା ବିଶ୍ରା ପୋଲିସର ଏନକାଉଣ୍ଟରଢାବା ମାଲିକଙ୍କୁ ଗୁଳି କରି ଫେରାର ବେଳେ ଏନକାଉଣ୍ଟରଡକାୟତି କରିବା ପାଇଁ ଆସି ଢାବା ମାଲିକଙ୍କୁ ଗୁଳି…
ଆତ୍ମହତ୍ୟା ଉଦ୍ୟମ, ପ୍ରେମୀଯୁଗଳ ଉଦ୍ଧାର ଫୋକସ ପ୍ଲସ 13/6/22(ଅନୁଗୁଳ):ଅନୁଗୁଳ ଜିଲ୍ଲା ଜରପଡା ଥାନା ଅଞ୍ଚଳର ପ୍ରେମୀ ଯୁଗଳ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଗ୍ରାମବାସୀ ଉଦ୍ଧାର କରିଥିବା ଜଣାପଡିଛି ।…